Monthly Archives

September 2022

ଶିକ୍ଷୟତ୍ରୀଙ୍କ ବାରିରେ ଫୁଟିଲା ବ୍ରହ୍ମକମଳ

ଫୁଲବାଣୀ: ବ୍ରହ୍ମକମଳ ଫୁଲ ଫୁଟିବା ଆଗକୁ ଏକ ଶୁଭ ସୂଚନା ମିଳିବାର ସଙ୍କେତ ଦେଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ସବୁ ପରିବେଶରେ ଏ ଫୁଲ ଫୁଟିପାରିନଥାଏ । କେହି କେହି କହନ୍ତି ଭାଗ୍ୟ ପରିବର୍ତ୍ତନ ହେବାର ସୁଯୋଗ ଆସିଲେ ଏହିପରି ବ୍ରହ୍ମକମଳ ଫୁଟିବା, ଶ୍ୱେତା ଅପରାଜିତା, ତୁଳସୀ ଗଛ ଆପେ ଆପେ
Read More...

ଏହି ନାୟିକାଙ୍କ ସହ ଧମାଲ କରିବେ ରୋହିତ, ଆସିଲା ଫିଲ୍ମର ଫାଷ୍ଟ ଲୁକ୍‌

ନୂଆଦିଲ୍ଲୀ:ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ବ୍ୟାଟ୍‌ ସହ ପଡିଆରେ ଅନେକ ବଡ ବଡ ସ୍କୋଲ କରିଥିବା ବେଳେ ଏବେ ସେ ଫିଲ୍ମ ଦୁନିଆରେ ମଧ୍ୟ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରୋହିତ ଶର୍ମା ନିଜେ ଏହି ସୂଚନା ଦେଇଛନ୍ତି । ପ୍ରକୃତରେ ରୋହିତ ଶର୍ମା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ସଂପନ୍ନ: ଚାରିଆଡେ ଉତ୍ସାହର ମାହୋଲ

ସୁବର୍ଣ୍ଣପୁର: ଗତକାଲି ନୂଆଁଖାଇ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ଥିଲା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବାପରେ ସମଗ୍ର ଜିଲ୍ଲା ସମେତ ପଞ୍ଚରା ଅଞ୍ଚଳର ଲୋକେ ନିଜନିଜର ଘରେ
Read More...

ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

ପୁରୀ : ଗୁରୁ ଶିଷ୍ୟ ସମ୍ପର୍କର ଏକମାତ୍ର ମାଧ୍ୟମ ହେଉଛି ଶିକ୍ଷାଦାନ । ଆମେ ଏଭଳି ଜଣେ ଶିକ୍ଷକଙ୍କ ବିଷୟରେ କହିବୁ ଯିଏ ଇଞ୍ଜିନିୟର ଚାକିରୀ ଛାଡି ପିଲାମାନଙ୍କୁ ପାଠ ପଢାଉଛନ୍ତି । ଏହା ତାଙ୍କର ନିଶା । ବୃତ୍ତିକୁ ବ୍ରତ କରି ସେ ଏହି ଧର୍ମ ପାଳନ କରୁଛନ୍ତି । ସେ ହେଉଛନ୍ତି ପୁରୀ ମାଟିର
Read More...

କଳିଙ୍ଗ ଯୁବକଳା ପରିଷଦ ଓ ଯୁବକ ସଂଘ ତରଫରୁ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗା ପଞ୍ଚାୟତ ଯୁବ କଳା ପରିଷଦ ଆନୁକୁଲ୍ୟରେ ଯୁବକ ସଂଘ ତରଫରୁ ଗଣେଶ ପୂଜାର ୧୫ ବର୍ଷ ପୂରଣ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ର ପୂଜ୍ୟ ଶ୍ରୀଗଣେଶ ମହାଦେବଙ୍କ ସାମୁହିକ ପୂଜା ପାଳନର ଦୀର୍ଘ ୧୫ ବର୍ଷ ପୂରଣ କରିପାରିଥିବା ବେଳେ ଏହି
Read More...

ହଷ୍ଟେଲରୁ ପଳାଉଥିଲେ ୫ମ ଶ୍ରେଣୀ ଛାତ୍ର, ଉଦ୍ଧାର କଲା ପୁଲିସ

ଘୁ ଉଦୟଗିରି: ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନମ୍ୱର୍‌ ୱାର୍ଡ ଶ୍ରୀରାମପଦା ନିକଟରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଅନ୍ୱେଷା ହଷ୍ଟେଲ ନିର୍ମାଣ କରିଛନ୍ତି,ଯେପରି ବେସରକାରୀ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ରହି ପାଠ ପଢିବେ ।କିନ୍ତୁ ଏଠାରେ
Read More...

ଗଣେଶପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ,୨/୯- ବୌଦ୍ଧବ୍ଲକ ଅଁଳାପାଲି ଗ୍ରାମପଞ୍ଚାୟତ ଅଁଳାପାଲି ଠାରେ ଗଣେଶପୂଜା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ତଥା ସଂଗ୍ରାମୀ ଯୁବନେତା ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି
Read More...

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣେଶ ପୂଜା ଓ ନୂଆଖାଇ ଉତ୍ସବରେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ବିକାଶ ପାଇଁ ସଦାଚେଷ୍ଟିତ ସମାଜସେବୀ ଶ୍ରୀହରି ନାୟକ ପବିତ୍ର ଗଣେଶ ପୂଜା ଓ ନୂଆଖାଇ ଅବସରରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ, ନୂଆଗାଁ, ଦଶପଲ୍ଲା ବ୍ଲକ୍‌ର ସମସ୍ତ ଗ୍ରାମପଂଚାୟତର ଶତାଧିକ ଗ୍ରାମକୁ ଗସ୍ତକରି ପାର୍ବଣ ମହୋତ୍ସବରେ
Read More...

ରଥ ପରିବାରର ୧୨୦ ସଦସ୍ୟ ଏକାଠି ଖାଇଲେ ନବାନ୍ନ

ବୌଦ୍ଧ,୨/୯- ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅଁଳାପାଲି ଗ୍ରାମପଞ୍ଚାୟତ ବାଦୀକଟା ଗ୍ରାମରେ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଯାଇଛି । ଗ୍ରାମର ରଥ ପରିବାର ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଚାରିପିଢୀର ପରିବାର ୧୨୦ ସଦସ୍ୟ ଏକାଠି ନୂଆଁଖାଇଛନ୍ତି ।
Read More...

ଭାରତୀୟ ପେସର ଆହତ, ଦଳରୁ ବାଦ୍‌ ପଡିଲେ

ନୂଆଦିଲ୍ଲୀ : ପିଠି ସମସ୍ୟା କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏ ସିରିଜରୁ ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ବାଦ୍‌ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବାଙ୍ଗାଲୋରରେ ଇଣ୍ଡିଆ ଏ ଏବଂ ନ୍ୟୁଜିଲ୍ୟାଣ୍ଡ ଏ ମଧ୍ୟରେ ଖେଳାଯାଉଛି ।
Read More...