Monthly Archives

September 2022

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୃରବିନ୍ଦ କେଜ୍ରିୱାଲ । ଆସ୍ଥା ଭୋଟ୍‌ ଜିତିଲେ ଆପ୍‌ ସରକାର । ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି । ୫୮ ଜଣ ବିଧାୟକ
Read More...

କାଦପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଜୟ ଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ଅଗ୍ରପୂଜ୍ୟ ଶ୍ରୀଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ କିଆକଟା ସରପଞ୍ଚ ଗାୟତ୍ରୀ ବେହରା ଓ ତାଙ୍କ
Read More...

ଜ଼ିଲ୍ଲା ପ୍ରେସ କ୍ଲବରେ ଗଣେଶ ପୂଜା ପାଳିତ

ଫୁଲବାଣୀ : ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ପବିତ୍ର ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥିଲା । ଏହି ପୂଜା କାର୍ଯ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ କର୍ତ୍ତା ଭାବରେ ପୂଜାର୍ଚ୍ଚନା କରିଥିବା ବେଳେ ଉପସଭାପତି ସୁନୀଲ ବିଶ୍ୱାଳ,ସତ୍ୟ ନାରାୟଣ ବେହେରା, ସଂପାଦକ ପ୍ରଶାନ୍ତ କୁମାର
Read More...

ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ।
Read More...

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ଥିବାରୁ ବଢୁଛି ଦିନର ତାପମାତ୍ରା। ଉଚ୍ଚ ଆର୍ଦ୍ରତା ଯୋଗୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା
Read More...

ବୌଦ୍ଧ: ମା’ ଭୈରବୀଙ୍କ ମନ୍ଦିରରେ ଲାଗିହେଲା ନବାନ୍ନ

ବୌଦ୍ଧ,୧/୯- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ବୌଦ୍ଧ ସହର ଚଳଚଞ୍ଚଳ ହୋଇଉଠିଛି । ବୈøଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ଆଜି ଦିନ ୧୧ଟାରେ ନବାନ୍ନ ଲାଗି ହୋଇଥିଲା । ଏହି ଉପଲକ୍ଷେ ସକାଳ ସାଢେ ୮ଟାରେ କୁଲିପଡା ଘାଟ ମହାନଦୀରୁ ଜଳ ଅଣାଯାଇ ମନ୍ଦିରରେ ନବାନ୍ନ
Read More...

ଏସିଆ କପରେ ଜାଡେଜାଙ୍କ କମାଲ, ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ ହେଲେ

ଦୁବାଇ : ବୁଧବାର ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପ୍‌ ଟୁର୍ନାମେଣ୍ଟ ଇତିହାସରେ ଭାରତ ପାଇଁ ସର୍ବାଧିକ ୱିକେଟ୍‌ ନେଇଛନ୍ତି । ଏସିଆ କପ୍‌ ର ୨୦୨୨ ସଂସ୍କରଣରେ ଦୁବାଇରେ ହଂକଂ ବିପକ୍ଷରେ ତାଙ୍କ ଦଳର ଗ୍ରୁପ୍‌ ଏ ମ୍ୟାଚ୍‌ ସମୟରେ ଅଲରାଉଣ୍ଡର ଏହି ସଫଳତା ହାସଲ କରିଥିଲେ
Read More...

ହାଇମାକ୍ସ ଲାଇଟ ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦିଗାପୁର ହାଇସ୍କୁଲରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ସବିତା ମାଠପଡିଆ ବୋଲି ଜଣାପଡିଛି । ତାଙ୍କ ଘର ବୈପାରୁଗୁଡ଼ା ବ୍ଲକ ଭାଲୁଗୁଡ଼ାରେ , ସେ ଏହି ବିଦ୍ୟାଳୟରେ
Read More...

ସବ୍‌-ଜେଲ୍‌ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର

ସୋର : ସବ୍‌-ଜେଲ୍‌ରୁ କଏଦୀ ଚମ୍ପଟ । ସୋର ସବ୍‌-ଜେଲ୍‌ର ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତନାଘନା । ଖବର ଅନୁଯାୟୀ, ମୟୁରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ସୁଦାମ ଦୁଷ୍କର୍ମ ମାମଲାରେ ସୋର ସବ୍‌-ଜେଲ୍‌ରେ ଥିଲେ । ହେଲେ ଗୁରୁବାର
Read More...

କଳିଙ୍ଗା ଜିପିଏଲଏଫ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ

ଘୁ.ଉଦୟଗିରି :- ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଜିପିଏଲଏ ଗ୍ରୁପର ମହିଳାମାନଙ୍କ ଦ୍ୱାରା ସଭାପତି ଭାରତୀ ପ୍ରଧାନ ଓ ସମ୍ପାଦିକା ନୀଳମା ଦିଗାଲଙ୍କ ସଭାପତିତ୍ୱରେ କଳିଙ୍ଗା ଛକ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରୁପ ମହିଳାମାନଙ୍କ ଦ୍ୱାରା ଛକ ନିକଟ
Read More...