Monthly Archives

September 2022

ଆଶା ପାରେଖଙ୍କୁ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡର ବର୍ଷିଆନ ଓ ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅତୁଳନୀୟ ଅବଦାନ ପାଇଁ ୭୯ ବର୍ଷୀୟ ଆଶାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି । ଆଜି କେନ୍ଦ୍ରମନ୍ତ୍ରୀ
Read More...

ନାମ ନେଲେ ସରପଞ୍ଚ; ୱାର୍ଡ଼ମେମ୍ବର ହେଲେ ଥାନାର ଦ୍ୱାରସ୍ଥ

ଦଶପଲ୍ଲା : ଜଣେ ୱାର୍ଡ଼ ସଭ୍ୟ ନୋଟିସ ଖାତାରେ ଛକି ପକାଇ ଦେବାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଗୌଡ଼ପୁଟର ସରପଞ୍ଚ ତ୍ରିନାଥ ନାୟକ ଏବେ ନିଜେ ଖୋଳିଥିବା ଖାଲରେ ପଡ଼ିଛନ୍ତି । ଜଣେ ୱାର୍ଡ଼ସଭ୍ୟଙ୍କ ନାଁରେ ଏତଲା ଦେବା ପରେ ୭ରୁ ଉର୍ଦ୍ଧ୍ୱ ୱାର୍ଡ଼ସଭ୍ୟ ପଞ୍ଚାୟତରେ ଚଲାଇଥିବା ମନମୁଖୀ
Read More...

ଏସଟି ଏସସି ସ୍ୱତନ୍ତ୍ର ବିକାଶ ପରିଷଦରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ବିଜେଡିର ୧୮ଜଣ ଆଦିବାସୀ ନେତା ବା କର୍ମୀଙ୍କୁ ୯ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ ହୋଇଛନ୍ତି । ଏହି ନେତାମାନେ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆଜି ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ
Read More...

ଆରମ୍ଭ ହେଲା ସୁପ୍ରିମକୋର୍ଟ ଶୁଣାଣିର ସିଧାପ୍ରସାରଣ

ନୂଆଦିଲ୍ଲୀ : ନ୍ୟାୟପାଳିକା ଇତିହାସରେ ଆଜି ଦିନଟି ଏକ ଐତିହାସିକ ଦିବସଭାବେ ଲିପିବଦ୍ଧ ହୋଇଛି । ସୁପ୍ରିମକୋର୍ଟ ଇତିହାସରେ ଯୋଡ଼ି ହୋଇଛି ଏକ ଗୌରବମୟ ଫର୍ଦ୍ଦ । ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ଶୁଣାଣିର ସିଧାପ୍ରସାରଣ ବା ଲାଇଭ ଷ୍ଟ୍ରିମିଙ୍ଗ । ପ୍ରଥମଥର ପାଇଁ ସୁପ୍ରିମକୋର୍ଟର
Read More...

ଖୁବଶୀଘ୍ର ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସହାୟତା ପାଉଥିବା ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଦେଶରେ କୋଟି କୋଟି ଚାଷୀଙ୍କ ଖାତାକୁ ଖୁବଶୀଘ୍ର ୧୨ତମ କିସ୍ତି ଡିପୋଜିଟ କରାଯିବ । ଗଣମାଧ୍ୟମର ରିପୋର୍ଟ ମୁତାବକ କେନ୍ଦ୍ର ସରକାର ଚଳିତମାସ ୩୦
Read More...

ଛାତ୍ରୀ ଗର୍ଭବତୀ ହେବା ଘଟଣା, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଘୁ ଉଦୟଗିରି/ଟିକାବାଲି:କନ୍ଧମାଳ ଜିଲ୍ଲା ଅଧିନରେ ରହିଥିବା ବେଲଘର ଥାନା ଅଞ୍ଚଳର ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ୍ୟ କଡା
Read More...

ନନ୍ଦଗିରି ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ରହିଥିବା କଳିଙ୍ଗା ଗ୍ରାମ ପଞ୍ଚାୟତର ନନ୍ଦଗିରି ଗ୍ରାମରେ ଆଜି ଆଦର୍ଶ ଗ୍ରାମ ଗଠନ ଉଦ୍ଦେଶ୍ୟରେ ନନ୍ଦଗିରୀ ମହିଳା ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସ୍ଥାନୀୟ ଅଞ୍ଚଳକୁ ସ୍ୱଚ୍ଛ, ନିର୍ମଳ ଏବଂ
Read More...

ଭଗତ ସିଂଙ୍କ ଜନ୍ମତିଥିରେ ମାନସ ସାହୁଙ୍କ ବାଲୁକା କଳା

ପୁରୀ : ସହିଦ ଭଗତ ସିଂଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଚଣ୍ଡିଗଡ ଏୟାରପୋର୍ଟ ସହିଦ ଭଗତ ସିଂଙ୍କ ନାମରେ ନାମିତ କରାଯାଉଛି ସେହି ଅବସରେ ପୁରୀ ବେଳାଭୂମିରେ
Read More...

ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ତାରା ବେଶ

ସୁବର୍ଣ୍ଣପୁର: ନବରାତ୍ରୀର ଦ୍ୱିତୀୟ ଦିନରେ ଆଜି ଇଷ୍ଟଦେବୀ ମାଁ ସୁରେଶ୍ୱରୀ ତାରାବେଶରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି । ତାରା ହେଉଛନ୍ତି ତନ୍ତ୍ରପୂଜାର ମୁଖ୍ୟଦେବୀ । ସେଥିପାଇଁ ଏହି ସମୟରେ ମାଆଙ୍କୁ ଏହି ରୂପରେ ବିଧିପୂର୍ବକ ପୂଜାର୍ଚ୍ଚନା ତଥାଦର୍ଶନ କଲେ ଆର୍ଥିକ ସ୍ୱଚ୍ଛଳତା ଓ
Read More...

ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ନେହରୁ ଯୁବ କେନ୍ଦ୍ର ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ
Read More...