ମହାନଗର ନିଗମର ଅବହେଳାରୁ ନବନିର୍ମିତ ପୋଲ ଉପରେ ବସୁଛି ପରିବା ବଜାର
ସମ୍ବଲପୁର: ସମ୍ବଲପୁର ମହାନଗର ଅନ୍ତର୍ଗତ ଗୋବିନ୍ଦତୋଲାରୁ ଧନୁପାଲି ରାସ୍ତା କଡରେ ଦୀର୍ଘ ବର୍ଷ ହେଲା ଛୋଟ ମୋଟ ପରିବା ବେପାରୀର ବଜାର ବସୁଥିଲା । ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଗୋବିନ୍ଦତୋଲା ଠାରେ ପାଞ୍ଚ ବର୍ଷ ପୂର୍ବେ ପ୍ରାୟ ୧୨.୫୩ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ମହାନଗର ନିଗମ!-->…
Read More...
Read More...