Monthly Archives

October 2022

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ
Read More...

ଦୁର୍ଦ୍ଦିନରେ ଦଶପଲ୍ଲାର ପରିବା ଚାଷୀ; ଚାଷୀ ପାଖରେ ୧୫ ଟଙ୍କା, ବଜାରରେ ୫୦

ଦଶପଲ୍ଲା : ନୟାଗଡ ଜିଲ୍ଲାରେ ସବୁଜ ପନି ପରିବା ଉପରେ ନିୟନ୍ତ୍ରଣ ରକ୍ଷା ହୋଇପାରୁନି । ଚାଷୀ ବିଲ ମୁଣ୍ଡରେ କେଜି ୧୫ ଟଙ୍କାରେ ବିକ୍ରି କରୁଥିବା ବେଳେ ବଜାରରେ କେଜି ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ଉକ୍ତ ଦ୍ରବ୍ୟ ଗୋଦାମରେ ୪୫ ଟଙ୍କାରେ ବିକ୍ରି ହେଉଛି । ଏଭଳି ପାର୍ଥକ୍ୟ ଉଭୟ ଖାଉଟି
Read More...

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଘଷିପଡ଼ା ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଧାକୃଷ୍ଣପୁର ଗାଁର ବୁଲୁ ସ୍ୱାଇଁ, ପିଲି ମଲ୍ଲିକ ଓ
Read More...

ନାଏବ ସରପଞ୍ଚଙ୍କଠାରୁ ସୁନା ଚେନ୍‌ ଲୁଟ୍‌ କରିବା ପଡିଲା ମହଙ୍ଗା, ଆଉ ୩ ଅଭିଯୁକ୍ତ ଗିରଫ

ଦଶପଲ୍ଲା : ଦିନକୁ ଦିନ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରୀ, ଲୁଟ୍‌, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା-ଭଂଜନଗର, ଦଶପଲ୍ଲା-ଫୁଲବାଣୀ, ମହିପୁର–ବାହାଡାଝୋଲା ରାସ୍ତାରେ ପ୍ରାୟ ସବୁ ସମୟରେ ଲୁଟ୍‌, ଡ଼କାୟତି ଲାଗି ରହୁଥିବାବେଳେ ଗତ ଶନିବାର ସନ୍ଧ୍ୟା ସମୟରେ
Read More...

ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାପ୍ତାହିକ ହାଟର କଳ୍ପନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କେଳାପଡା ଗ୍ରାମ ପଞ୍ଚାୟତର ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଠାକୁର ବେହେରାଙ୍କ ପ୍ରେରଣାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ସାପ୍ତାହିକ ହାଟର ପରିକଳ୍ପନା କରାଜାଇଥିଲା ।ଏହି ହାଟରେ ଛାତ୍ର ଛାତ୍ରୀ ମାନେ
Read More...

ବାବା ଚମ୍ପେଶ୍ୱର ମନ୍ଦିରରେ କ୍ଷୀରାଭିଷେକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅନ୍ତର୍ଗତ କରଡ଼ି ଗ୍ରାମରେ ବାବା ଚମ୍ପେଶ୍ୱର ମନ୍ଦିରରେ କ୍ଷୀରାଭିଷେକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ହଜାରହଜାର ଶ୍ରାଦ୍ଧଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କରଡ଼ିର ଆଖପାଖ ପଂଚାୟତ ତଥା ଗ୍ରାମରୁ ଭକ୍ତଙ୍କ ସୁଅ
Read More...

ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର

ବୌଦ୍ଧ,୨୦/୧୦- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେରଙ୍କ ଅଧ୍ୟକ୍ଷତାରେ ଏମଜିଏନଆରଇଜିଏସ, ଏନଏସଏପି ଯୋଜନାର ସାମାଜିକ ସମୀକ୍ଷା ନେଇ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ବିଡିଓ ରବୀନ୍ଦ୍ର
Read More...

ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଜିଲ୍ଲାସ୍ତରୀୟ ଜରୁରୀ ବୈଠକ

ବୌଦ୍ଧ,୨୦/୧୦- ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସଂଘର ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ମହେଶ ସେଠୀ ପୂର୍ବ ବିବରଣୀ
Read More...

ଉଲ୍ଲେଖନୀୟ ସେବା ପାଇଁ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଜଙ୍ଗଲ ମନ୍ତ୍ରୀ ପ୍ରଦିପ କୁମାର ଅମାତ

ବୌଦ୍ଧ,୨୦/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁରସ୍ଥିତ ନର୍ସରୀ ଠାରେ ଉଲ୍ଲେଖନୀୟ ସେବାପାଇଁ ଜଙ୍ଗଲ କୃଷି ଚାଷୀ ଏବଂ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗ ଦେଇ ପ୍ରତ୍ୟକ୍ଷ ଓ
Read More...