Monthly Archives

October 2022

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ

ଘୁ.ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଛକରେ ସ୍ଥାନୀୟ ଅବକାରୀ ଓଆଇସି ଭବାନୀ ଶଙ୍କର ସେଠୀଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ ଚାଲିଥିବା ବେଳେ ରାଇକିଆଠାରୁ ଭଞ୍ଜନଗର ଯାଉଥିବା ଓଡି ୩୩ ଇଇ ୩୭୩୮ ନମ୍ବର ଏକ ଅଟୋକୁ ସନ୍ଦେହରେ ଯାଞ୍ଚ କରିବା ସମୟରେ ଅଟୋରୁ ୫କେଜି ଗଞ୍ଜେଇ
Read More...

ନବନିର୍ମିତ ଫ୍ଲାଇଓଭରରେ ନିର୍ମାଣ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କା

ସମ୍ବଲପୁର: ଦୀର୍ଘ ପ୍ରତୀକ୍ଷା ପରେ ଆଗାମୀକାଲି ଶୁକ୍ରବାର ଦିନ ନବନିର୍ମିତ ଫ୍ଲାଇଓଭର ଉଦଘାଟନ ସହିତ ଲୋକାର୍ପିତ ହେବାକୁ ଯାଉଛି । ଏହି ପ୍ଲାଇଓଭରରେ କିଛି ନିର୍ମାଣ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କା କରାଯାଉଛି । ସାଧାରଣତଃ ଏପରି ବିଶାଳ କଂକ୍ରିଟ ସଂରଚନାର ନିର୍ମାଣ ବିଭିନ୍ନ
Read More...

ପିସ୍ତଲ ଦେଖାଇ ପରିବା ବେପାରୀଙ୍କଠାରୁ ବାଇକ୍‌ ଲୁଟ୍‌

ପାଟଣାଗଡ : ପାଟଣାଗଡ଼ ଥାନା ଯୋଗିମୁଣ୍ଡା ଗ୍ରାମର ଜଣେ ପରିବା ବେପାରଙ୍କୁ ଏକ ନକଲି ପିସ୍ତଲ ଦେଖାଇ ଦୁର୍ବୃତ୍ତ ମାନେ ତାଙ୍କ ବାଇକ ଲୁଟି ନେଇଥିବା ନେଇ ଗୋପ ପୁଟେଲ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତାଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ଭଳି ଗୁରୁବାର ଭୋର ୪ଟାରୁ ଗୋପ କିଛି
Read More...

ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର, ଅବକାରୀ ବିଭାଗ ସାଜିଛି ନିଦାବିଷ୍ଣୁ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ଦିଆକୁ ଦିନ ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଜାଣି ଶୁଣି ନୀରବ ରହୁଥିବା ଜଣାପଡ଼ିଛି । ଅଭିଯୋଗ ମତେ କେଉଁଠି ରନ୍ଧା ମଦ ପିଇ ଲୋକଙ୍କ ଜୀବନ ହାନି ହେଉଛି ତ କେଉଁଠି ଖୁଦ ଲାଇସେନ୍ସ ପ୍ରାପ୍ତ
Read More...

କସମ କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମିଳିବା ପରେ ସର୍ବ ଭାରତୀୟ ସ୍ତରରେ ଏନଆଇପି ଦ୍ୱାରା ପୁରସ୍କୃତ

ଫୁଲବାଣୀ :ଓଡିଶା ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ । କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ । ନୂଆଦିଲ୍ଲୀଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ
Read More...

ବାତ୍ୟାକୁ ନେଇ ଏମିତି କହିଲେ ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତିମୂଳକ ଖବର। ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି। ହେଲେ ଓଡ଼ିଶା ଉପରେ ଏହି ବାତ୍ୟାର ସେପରି
Read More...

ବିଶିଷ୍ଠ ବ୍ୟବସାୟୀଙ୍କ ବିୟୋଗରେ ଟାକରା ବଜାର ବନ୍ଦ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଟାକରା ବଜାରର ବିଶିଷ୍ଠ ଯୁବ ବ୍ୟବସାୟୀ ସୁବ୍ରତ କୁମାର ସାହୁଙ୍କ (ବାଲୁ) ଗତକାଲି ରାତ୍ରରେ ପରଲୋକ ଘଟିଛି । ଗତ କିଛିଦିନ ଧରି ସେ ପୀଡ଼ିତ ଥିବାବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ସାହୁଙ୍କ ମୃତ୍ୟୁରେ ଟାକରା ଅଂଚଳ ସମେତ
Read More...

ଦଶମ ନୟାଗଡ଼ ଜିଲ୍ଲା କୃଷକ ସମ୍ମିଳନୀ ଅନୁଷ୍ଠିତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ବାପୁଜୀ ସେବା ସଂଘ ଠାରେ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଓଡିଶା କୃଷକ ସଭାର ଦଶମ ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୋଲକ ବିହାରୀ ମୁଦୁଲି ଓ ସମ୍ପାଦକ ପବିତ୍ର ଇନ୍ଦ୍ରଜିତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି
Read More...

ଦୀପାବଳିରେ ଯୁବାଙ୍କୁ ଏହି ଉପହାର ଦେବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତ ହେଲାଣି ମାଷ୍ଟରପ୍ଲାନ୍‌

ନୂଆଦିଲ୍ଲୀ: ଏଥର ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶର ୭୫,୦୦୦ ଯୁବାଙ୍କୁ ଚାକିରି ‘ଉପହାର’ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌ ଶନିବାର ଦିନ ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ସହିତ ଭାବ
Read More...

ଶିବ ମନ୍ଦିରରେ କ୍ଷୀର ପିଉଛନ୍ତି ବୃଷଭ ! ଭିଡିଓ ଭାଇରାଲ,ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଶିବ ମନ୍ଦିରରେ ଥିବା ପଥର ଷଣ୍ଢ ( ବୃଷଭ) କ୍ଷୀର ପିଉଥିବା ଭିଡିଓ ଭାଇରାଲ ହେଉଛି । ପାଟଣାଗଡ ଏନଏସି ଅନ୍ତର୍ଗତ ବ୍ରହ୍ମପୁରା କପିଳେଶ୍ୱର ବାବା ମନ୍ଦିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ଏହି ବ୍ଳକ ଅନ୍ତର୍ଗତ
Read More...