Monthly Archives

October 2022

ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ

ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର ( ଭା. ପ୍ର. ସେ. )ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର
Read More...

ହବିଷ୍ୟାଳିଙ୍କ ପାଇଁ ଖୋଲିଲା ୨୪ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର

ପୁରୀ : ପୁରୀରେ ସରକାରଙ୍କ ଦ୍ୱାରା ଥିବା ହବିଷ୍ୟାଳି ଶିବିରରେ ୩ ହଜାର ହବିଷ୍ୟାଳି ରହୁଛନ୍ତି । ତେବେ ହବିଷ୍ୟାଳିମାନେ ବୟସ୍କ ହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରଖିବା, ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଏ ପର୍ଯ୍ୟନ୍ତ
Read More...

ପଥର ବ୍ଲାଷ୍ଟିଂ ପ୍ରତିବାଦରେ ଜନ ଆନ୍ଦୋଳନ

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ନିକଟସ୍ଥ ମଳିକ ପାହାଡରୁ ବ୍ଲାଷ୍ଟିଂ ବନ୍ଦ ଦାବିରେ ଆଜି ଦଶପଲ୍ଲାରେ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପୋଇବାଡି, ନୂଆସାହି ଓ ପଙ୍କାଳସାହିର ଜନସାଧାରଣ ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରୁ ଶୋଭାଯାତ୍ରାରେ
Read More...

ପୁରାଣ ପ୍ରସିଦ୍ଧ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଅନୁକୂଳ ପର୍ବ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ପବିତ୍ର ପୁଣ୍ୟତୋୟା ମହାନଦୀ କୂଳରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାଦଦେଶରେ ଅବସ୍ଥିତ ମା ' କଳାପାଟ ଠାକୁରାଣୀଙ୍କ ପୀଠରେ ମହାପୁରୁଷ ସିଦ୍ଧଯୋଗୀ ବାବା ରାମଦାଶଙ୍କ ଜନ୍ମ ଉତ୍ସବ ପାଳନ ଲାଗି ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞର
Read More...

ଡକାୟତଙ୍କଠାରୁ ଉଦ୍ଧାର ଟଙ୍କା ପ୍ରକୃତ ମାଲିକଙ୍କୁ ଫେରାଇଲା ପୁଲିସ

ସମ୍ବଲପୁର: ସ୍ଥାନୀୟ ଟାଉନ ଥାନା ଅଞ୍ଚଳରେ ପୂର୍ବରୁ ଘଟିତ ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳତା ପାଇଛି । ଏବିଷୟରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବାଟୁଲା ଗଙ୍ଗାଧର ଏହା ଜଣାଇଛନ୍ତି । ଗହନ ଅନୁସନ୍ଧାନ ପରେ
Read More...

ବାଉଁଶୁଣିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ବାଉଁଶୁଣି ଏକ ବ୍ୟବସାୟର ପେଣ୍ଠ ସ୍ଥଳୀ । ଏହି ଛକ ଉପରେ ଆଖପାଖ ୫ଟି ପଂଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମ ନିର୍ଭର କରୁଥିବା ବେଳେ ଏଠାରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଅନୁଷ୍ଠାନ ଅଛି । ଏହା ବ୍ୟତୀତ
Read More...

ସମ୍ବଲପୁରୀ ବସ୍ତ୍ରର ବିପଣନ ପାଇଁ ଫ୍ଲିପକାର୍ଟ ଓ ଆଇଆଇଏମ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ସମ୍ବଲପୁର: ସମ୍ବଲପୁର ଆଇଆଇଏମ ଠାରେ ଆଜି ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଫ୍ଲିପକାର୍ଟ ଓ ଆଇଆଇଏମ୍‌ ମଧ୍ୟରେ ଓଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି, ଯାହାଫଳରେ ସମ୍ବଲପୁରୀ ବସ୍ତ୍ର ବିକ୍ରି କରିବା ପାଇଁ ଏକ ନୂତନ ମଞ୍ଚ ଉପଲବ୍ଧ ହେଲା । ଏବିଷୟରେ ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରୋ ମହାଦେବ
Read More...

ଓଡ଼ିଶା ଡ୍ରାଇଭର ମହାସଂଘର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ

ସମ୍ବଲପୁର:ବିଭିନ୍ନ ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆଜି ଏଠାରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଦଣ୍ଡବତ ଯାତ୍ରାରେ ସାମିଲ କିଛି ଆନ୍ଦୋଳନକାରୀ ଚାଳକଙ୍କ କହିବା ଅନୁସାରେ ଦୈନନ୍ଦିନ କାର୍ଯ୍ୟରେ ସେମାନଙ୍କ ଅତ୍ୟାବଶ୍ୟକ ଭାଗିଦାରୀ
Read More...

ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବଲାଙ୍ଗୀର : ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ କେଏମ୍‌ ଏମ୍‌ (କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ) ତରଫରୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସମର୍ଥନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ଏକ୍ସନ କମିଟୀ ସଭାପତି ବିନୋଦ କାଲସାଏଙ୍କ
Read More...

ବନ ବିଭାଗ ପକ୍ଷରୁ ହରିଣ ଶାବକ ଉଦ୍ଧାର

ଗଞ୍ଜାମ:ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଭାବିନିପୁର ଗ୍ରାମରୁ ଏକ ହରିଣ ଶାବକକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ହରିଣ ଛୁଆଟି ନିଜ ଗୋଷ୍ଠୀରୁ ଅଲଗା ହୋଇ ଗ୍ରାମ ନିକଟରେ ବୁଲୁଥିଲା । ଏହି ସମୟରେ କିଛି କୁକୁର ତାକୁ ଆକ୍ରମଣ କରୁଥିବାର ଦେଖି ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ନିଜ
Read More...