Monthly Archives

October 2022

ଏନୱାଇକେ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତର ପ୍ରତ୍ୟେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧ଠାରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି
Read More...

ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ

ପୁରୀ : ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ୧୫ ଦିନିଆ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ନୀଳାଚଳ ହାଟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ ।
Read More...

ଜାତୀୟ ଓପନ ଦୌଡ଼କୁଦ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିଥିବା ଶ୍ରାବଣୀଙ୍କୁ ଶୁଭେଚ୍ଛା

ଫୁଲବାଣୀ,୧୭/୧୦ : ବେଙ୍ଗାଲୁରୁର ଶ୍ରୀକ ।ନ୍ତିରବା ଷ୍ଟାଡ଼ିୟମରେ ଚାଲିଥିବା ୬୧ତମ ଜାତୀୟ ଓପନ ଦୌଡ଼କୁଦ ଚାମ୍ପିଆନସିପରେ ଭାରତପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି କନ୍ଧମାଳର ଦୌଡ଼ ରାଣୀ ଶ୍ରାବଣୀ ନନ୍ଦ । ୧୦୦ମିଟର ମହିଳା ଦୌଡ଼ରେ ଶ୍ରାବଣୀ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଘୁ.ଉଦୟଗିରି:- ଆଜି ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମର ଅମୂଲ୍ୟ ପ୍ରଧାନ ନାମକ ଯୁବକଙ୍କ ମୃତ ଶରୀର କଳିଙ୍ଗା ଘାଟି ଅନ୍ଧାରିକୁଟି ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୃତ ଯୁବକଙ୍କ ନାମ ଅମୂଲ୍ୟ ପ୍ରଧାନ ବୟସ ପ୍ରାୟ ୩୫ ପିତା
Read More...

ଅବକାରୀ ଚଢଉ: ଗଞ୍ଜେଇ ଜବତ,୩ ଗିରଫ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ରଇଠାଣି ବାଇପାସରେ ଆଜି ଅବକାରୀ ଅଧିକାରୀମାନେ ଚଢଉ କରି ୧୦ କେଜି ଗଞ୍ଜେଇ ସହ ଦୁଇଟି ବାଇକ ଜବତ କରିଛନ୍ତି । ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କୁନ୍ଦନ କୁଲଦୀପ, ଦୟାନିଧି ସାହୁ ଓ ସୁମନ୍ତ ସାହୁ । ଏହି ଚଢାଉରେ ବୌଦ୍ଧର ଅବକାରୀ
Read More...

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ନବରଙ୍ଗପୁର : ରବିବାର ନବରଙ୍ଗପୁର ଇଣ୍ଡୋର ବ୍ୟାଡ଼ମିଣ୍ଟନ ହଲ ଠାରେ ଗତ ତିନି ଦିନ ଧରି ଚାଲୁଥିବା ରାଜ୍ୟସ୍ତରୀୟ ମାଷ୍ଟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ସଫଳତାର ସହ ଉଦଯାପିତ ହୋଇଯାଇଛି । ଓଡିଶା ବ୍ୟାଡ଼ମିଣ୍ଟନ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଅନ୍ତିମ ଦିନରେ ନବରଙ୍ଗପୁର
Read More...

ଆଞ୍ଚଳିକ ଏକଦା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ

ସମ୍ବଲପୁର: ଆଞ୍ଚଳିକ ସ୍ତରରେ ବିଭିନ୍ନ ସମୟରେ ମତଭେଦ ପରିଲକ୍ଷିତ ହେଉଥିବା ପରିପ୍ରେକ୍ଷୀରେ ଏଠାକାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗତକାଲି ଏକ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ମଞ୍ଚର କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରମୋଦ ରଥ ସ୍ୱାଗତ ଭାଷଣ ପାଠ କରିଥିଲେ । ସମ୍ବଲପୁର ଜିଲ୍ଲା ଓକିଲ
Read More...

ସ୍ୱଭାବ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନରେ ରାଷ୍ଟ୍ରପତିଙ୍କୁ କରାଯିବ ଆମନ୍ତ୍ରିତ

ସମ୍ବଲପୁର : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରଲୋକକୁ ଆଗାମୀ ୨୦୨୪ରେ ଶହେ ବର୍ଷ ହୋଇଯିବ ଓ ତାଙ୍କ ଜନ୍ମସ୍ଥାନ ବରପାଲିରେ ଏହି ଶ୍ରାଦ୍ଧ ଶତବାର୍ଷିକୀ ଏକ ଭବ୍ୟ ସମାରୋହ ରୂପେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତାଙ୍କର ଅମୃତ ସାହିତ୍ୟକୁ ନେଇ ଆଜି ସମଗ୍ର ଓଡ଼ିଆ ସମାଜ
Read More...

ଆନ୍ତଃ ବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପୁରୁଷ ବିଭାଗରେ କଣ୍ଟାମାଳ ଓ ମହିଳା ବିଭାଗରେ ବୌଦ୍ଧ ଚାଂପିଆନ

ବୌଦ୍ଧ,୧୭/୧୦: ସ୍ଥାନୀୟ କଚେରୀ ଖେଳପଡିଆରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମହିଳା ବିଭାଗର ଫାଇନାଲ ଖେଳ କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧-୦ ଗୋଲରେ
Read More...

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ଵର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା କାଳକ୍ରମେ ଲଘୁଚାପରେ ପରିଣତ ହେବ। ଏହାପରେ ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପଶ୍ଚିମ କେନ୍ଦ୍ରୀୟ
Read More...