Monthly Archives

October 2022

ପ୍ରାକ-ଐତିହାସିକ ଶୀଳାଚିତ୍ର ଉପରେ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ଉଦଘାଟିତ

ସମ୍ବଲପୁର:ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟ "ତପସ୍ୱିନୀ' ଠାରେ ଆଜି ଏକ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପ୍ରାକ-ଐତିହାସିକ ଶୀଘାଚିତ୍ର (ରକ ଆର୍ଟ) ଉପରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବାହାରୁ ଓ ଏପରିକି ବିଦେଶରୁ ପ୍ରତିନିଧି ଆସି ଏଥିରେ ସାମିଲ ହୋଇଛନ୍ତି । ବିଶେଷ
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆଜି ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ
Read More...

ଦୁଇବର୍ଷ ଧରି ପଥର ଖଣିକୁ ବିରୋଧ, ପୁଣି ପାହାଡ ଘେରିଲେ ଗ୍ରାମବାସୀ

ଦଶପଲ୍ଲା : ପାହାଡରେ ପଥର ଖଣି । ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହେଉଛି ଆଖପାଖ ଗ୍ରାମବାସୀଙ୍କ ଜୀବନ ଜୀବିକା । ଗତ ୨ ବର୍ଷ ହେଲା ଏହି ବିବାଦ ଲାଗି ରହିଥିବା ବେଳେ ଆଜି ପୁଣି ଖଣି ବନ୍ଦ ପାଇଁ ପାହାଡ ଘେରିଛନ୍ତି ଗ୍ରାମବାସୀ । ଦଶପଲ୍ଲା ତହସିଲ୍‌ ଅନ୍ତର୍ଗତ ପୋଇବାଡି ଗ୍ରାମ ପାଖରେ ଥିବା ମଳିକ
Read More...

ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ ଘଟଣାରେ ବିଜେଡ଼ିର ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଏନଜିଟି ନିର୍ଦ୍ଦେଶ ପ୍ରକାରେ ହୋଇଥିବା ଉଚ୍ଛେଦରେ ବାସିନ୍ଦାମାନେ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । କିଛି ବାସିନ୍ଦା ସ୍ୱଇଚ୍ଛାରେ ନିଜର
Read More...

ବବିତା ରାଉଳ ହେଲେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଉପସଭାପତି

ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ତଥା ଏକ୍ସ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଜିଲ୍ଲା ସମ୍ପାଦକ ଥିବା ପ୍ରତାପୁର ଗ୍ରାମର ବବିତା ରାଉଳ ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଉପସଭାପତି ରୂପେ ମନୋନୀତ ହୋଇଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲା ସଭାପତି
Read More...

ଭାରତୀୟ ଛାତ୍ରଙ୍କୁ ୧୧ ଥର ଛୁରାମାଡ଼; ଜଣେ ଗିରଫ

ଲକ୍ଷ୍ନୌ: ଗତ ସପ୍ତାହରେ ଅଷ୍ଟ୍ରେଲିଆର ସିଡ୍‌ନିରେ ୧୧ ଥର ଛୁରି ଭୁଷାଖାଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ଆଗ୍ରା ନିବାସୀ ଜଣେ ଭାରତୀୟ ଛାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ବର୍ଣ୍ଣବୈଷମ୍ୟ ଆକ୍ରମଣ ବୋଲି ଛାତ୍ରଙ୍କର ପରିବାର ଲୋକେ କହିଛନ୍ତି। ସଂଗୃହୀତ ସୂଚନା
Read More...

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ‌କଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭଦ୍ରକ: ଧାମନଗର ଉପନିର୍ବାଚନ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ଘରୁ
Read More...

ଘରଖଣ୍ଡିଏ ପାଇବାରୁ ବଞ୍ଚିତ ଅସହାୟ ବସୁଦେବଙ୍କ ପରିବାର

ଖପ୍ରାଖୋଲ,୧୪/୧୦ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତର ବସୁଦେବ ନାଏକ ବୟସ ୮୩ ବର୍ଷ , ସ୍ତ୍ରୀ ପ୍ରଭାତୀ ନାଏକ ବୟସ ୭୫ ବର୍ଷ ଓ ତାଙ୍କ ଝିଅ ଗୁଲାପି ନାଏକ ବୟସ ୪୨ ବର୍ଷ ଭାଲୁୁଡୁଙ୍ଗୁରୀ ଗ୍ରାମରେ ବସବାସ କରନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
Read More...

ଗ୍ରୀନ ପେସେଜ ସ୍କିମରେ ଅନାଥ ଶିଶୁଙ୍କ ପାଇଁ ଉଚ୍ଚ ଶିକ୍ଷା

ନବରଙ୍ଗପୁର,୧୪/୧୦:- ଜିଲ୍ଲାପାଳ ଡ଼ଃ କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଡିପିଆରସି ସମ୍ମିଳନୀ ଗୃହରେ ଗ୍ରୀନ ପେସେଜ ସ୍କିମ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିତୃମାତୃହୀନ ଶିଶୁମାନେ ମାଗଣାରେ କିପରି ଉଚ୍ଚ ଶିକ୍ଷା ପାଇପାରିବେ ସେନେଇ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ଏହି
Read More...

ଗଛ ପଡି ରାସ୍ତା ଅବରୋଧ,୩ ଘଣ୍ଟା ଯାତାୟତ ଠପ୍‌

ଦଶପଲ୍ଲା : ଦଶପଲ୍ଲା ସହର ସନ୍ନିକଟ ଅନ୍ଧାରକୋଟ ଗୋବର୍ଦ୍ଧନପୁର ରାସ୍ତାର ପଥୁରିଆଠାରେ ଏକ ବିରାଟ ଆମ୍ବ ଗଛ ଉପୁଡି ପଡିବାରୁ ପଥୁରିଆ ଗୋବର୍ଦ୍ଧନପୁର ରାସ୍ତା ଅବରୋଧ ହୋଇରହିଥିଲା । ଏହା ଫଳରେ ୩ ଘଣ୍ଟା ଯାଏଁ ରାସ୍ତା ଅବରୋଧ ହୋଇଥିଲା । ସୂଚନା ଯେ, ଆମ୍ବ ଗଛଟି ବହୁ ପୁରାତନ ହୋଇଥିବା ବେଳେ
Read More...