Monthly Archives

October 2022

ଏବେ ବାତ୍ୟା ଭୟ ନାହିଁ, ସ୍ପଷ୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର:  ଏବେ ବାତ୍ୟା ଆସୁଥିବା ଖବରକୁ ଖଣ୍ଡନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ । ଏନେଇ ସେ
Read More...

ଖସିପଡ଼ିଲା ମିଗ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆରେ ଭାରତୀୟ ନେଭିର MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି। ବିମାନରେ ଯାନ୍ତ୍ରିକ ତ୍ରୁଟି
Read More...

ନିୟତୀ ଅନୁଷ୍ଠାନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ପାରଳାଖେମୁଣ୍ଡି : ଆଜି ପୂର୍ବାହ୍ନରେ ରାଣିପେଣ୍ଠ ସ୍ଥିତ ନିୟତି ମାନସିକ ସେବା କେନ୍ଦ୍ର ଠାରେ ଆଡମ୍ବର ସହକାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହେଇଯାଇଛି । ମାନସିକ ଅନଗ୍ରସରତା ଏକ ରୋଗ ନୁହେଁ ବରଂ ଏକ ମଣିଷର ଅନିଚ୍ଛାକୃତ ଦଇବିଦୂର୍ବିପାକ ଅବସ୍ଥା ମାତ୍ର । ଏହାର ତତ୍କାଳୀନ ସେବା
Read More...

ମା’ ସୁରେଶ୍ୱରୀଙ୍କ ଗାଥା ଉପରେ କୋଶଲି ଭଜନକୁ ଲୋକାର୍ପିତ କଲେ ଜଷ୍ଟିସ ସି.ଆର ଦାଶ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ପରିସରରେ "ମା ସୁରେଶ୍ୱରୀ ଘେନ ଜୁହାର' ନାମକ ଏକ କୋଶଲି ଭଜନ ସଂଗୀତର ଲୋକାର୍ପଣ ଉତ୍ସବ ପାଳନ ହୋଇଯାଇଛି । ପ୍ରଥମେ ପୂଜକ କାଳୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ମାଙ୍କ ମଙ୍ଗଳ ଆଳତୀ କରାଯାଇ ଆଜ୍ଞାମାଳ ପହଞ୍ଚି
Read More...

ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷ କମ୍‌ ବୟସର ବାଳକ ବାଳିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍‌ ପାରଳାଖେମୁଣ୍ଡି ପରିସରରେ ଅନୁଷ୍ଠିତ ହୋଯାଇଅଛି । ଆଜିର ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବରେ ଗବାରା ତ୍ରିରୁପତି ରାଓ , ଜିଲ୍ଲାପରିଷଦ
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ନିୟତି ମାନସିକ ଅଗ୍ରସରର ବିଦ୍ୟାଳୟ ରାଣୀପେଣ୍ଠାଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୌରା
Read More...

ବିଶ୍ୱ ହିନ୍ଦୁ ପରିଷଦର ସାରଙ୍ଗଡଠାରେ ୧୨ ପ୍ରଖଣ୍ଡର ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ୧୨ଟି ପ୍ରଖଣ୍ଡର ବୈଠକ ସାରଙ୍ଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମିଶ୍ର ବୈଠକରେ ସଭାପତିତ୍ୱ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା ପ୍ରଭାରୀ ଏହି ବୈଠକରେ ଯୋଗ ଦେଇ ସମସ୍ତେ ଏକଯୁଟ ହେବା ସହ
Read More...

ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡା: କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା
Read More...

ନାବାଳିକା ମୃତ୍ୟୁ ମାମଲାକୁ ରାଜନୈତିକ ରୂପ ଦେଉଛି ବିଜେପି : ବିଜେଡ଼ି

ବାଲିଗୁଡ଼ା:କନ୍ଧମାଳ ଜିଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଏକ ସେବାଶ୍ରମରେ ସପ୍ତମ ଶ୍ରେଣୀ ପଢୁଥିବା ଜନୈକ ଛାତ୍ରୀ ଗର୍ଭବତୀ ହେବାପରେ ମୃତ ଶିଶୁ ଜନ୍ମ ଦେବା ଏବଂ ପରେ ମୃତ୍ୟୁବରଣ କରିବା ଘଟଣା ରାଜନୈତିକ ରୂପ ନେଉଛି । ରବିବାର ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆବାସିକ
Read More...

ବଜ୍ରପାତରେ ୧୧ ଗୋରୁ ମୃତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଗଡ଼ି ସହିତ ରାସ୍ତା ଧୂମମୟ ଫଳରେ ଯାନବାହାନ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଆଜିର ବଜ୍ରପାତରେ ୧୧ ଗାଈ/ବଳଦର ଜୀବନ ଚାଲି ଯାଇଛି । ସୂଚନା ଅନୁସାରେ ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତର ମାଝି
Read More...