ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ, ସହରବାସୀଙ୍କୁ ମିଳିବ ନିରବଛିନ୍ନ ବିଦ୍ୟୁତ ସେବା
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ । ଏହାଦ୍ୱାରା ବର୍ଷା, ପବନ ସମୟରେ ଆଉ ବିଦ୍ୟୁତ କାଟର ଭୟ ରହିବ ନାହିଁ । ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସହ ରାସ୍ତାରେ!-->…
Read More...
Read More...