Monthly Archives

October 2022

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିଛି । ସେମାନେ ହେଲେ ବେନ୍‌ ବେର୍ଣ୍ଣାଙ୍କ, ଡଗଲାସ୍‌ ଡାଇମଣ୍ଡ ଓ ଫିଲିପ୍‌ ଡିଭିଗ୍‌ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ଏହି
Read More...

ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା

ଘୁ.ଉଦୟଗିରି:-ଚଳିତ ବର୍ଷ ପୂଜାପର୍ବଣ ପାଇଁ ହେଉଛି ସାରା ସହର ଚଳଚଞ୍ଚଳ । କରୋନା ମହାମାରୀ ଯୋଗୁଁ ବିଗତ ୨ ବର୍ଷ ହେବ ସମାଜରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବନ୍ଦ ଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସାହିର ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିତ ମହାମାୟୀ ମାଁ ଲକ୍ଷ୍ମୀ । ଘୁ. ଉଦୟଗିରି ସହର
Read More...

ଅଭ୍ୟାସ ମ୍ୟାଚ : ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶକୁ ହରାଇଲା ଭାରତ

ପର୍ଥ : ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆରେ ଅଭ୍ୟାସ ମ୍ୟାଚ ଖେଳିଛି ଟିମ୍‌ ଇଣ୍ଡିଆ । ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚକୁ ଭାରତ ୧୩ ରନରେ ବିଜୟୀ ହୋଇଛି । ଏହି ବିଜୟ ସହ ଭାରତ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ପକ୍ଷରୁ
Read More...

ମୋକିମଙ୍କ ଜାମିନ ମଞ୍ଜୁର, ୧୩ରେ ପରବର୍ତ୍ତୀ ଶୁଣାଣି

କଟକ: ଭିଜିଲାନ୍ସ ମାମଲାରେ ହାଇକୋର୍ଟ ମୋକିମଙ୍କ ଆବେଦନ ଗୃହିତ କରିଛନ୍ତି । ହାଇକୋର୍ଟରେ ମୋକିମଙ୍କ ଆବେଦନ ଗ୍ରହଣ କରାଯିବା ସହିତ ମୋକିମଙ୍କ ଜାମିନ୍‌ ମଞ୍ଜୁର ହୋଇଛି । ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ତାହା ସହିତ
Read More...

ପରଲୋକରେ ମୁଲାୟମ ସିଂ ଯାଦବ

ଗୁରୁଗ୍ରାମ : ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।ଗତ ୧୦ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସା
Read More...

ଅଷ୍ଟ୍ରେଲିଆରେ ବି ଚମକିଲେ ସୂର୍ଯ୍ୟ, ଅଭ୍ୟାସ ମ୍ୟାଚରେ ଯୋଡିଲେ ଅର୍ଦ୍ଧଶତକ

ପର୍ଥ : ଚଳିତ ବର୍ଷ ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍‌ ସୁର୍ଯ୍ୟକୁମାର ଯାଦବଙ୍କ ପାଇଁ ସ୍ୱତନ୍ତ୍ର ହୋଇଛି । ବିଶେଷକରି ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ମଧ୍ୟ ତାଙ୍କର ଫର୍ମ ଜାରି ରହିଛି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ସେ ଏକ ୱାର୍ମ ଅପ୍‌
Read More...

କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ମାସ । ହବିଷ୍ୟାଳି ମାନେ ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ । ହବିଷ୍ୟାଳି ମାନେ ଏକମାସ ବ୍ୟାପି ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ
Read More...

ବେଲପଡାରେ ଯାଦବ ସମାଜର ସମ୍ବର୍ଦ୍ଧନା ସଭା

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ସମସ୍ତ ଯାଦବ ସମାଜ ପକ୍ଷରୁ ଯାଦବ ସମାଜ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଶତକଡା ୬୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ
Read More...

ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଓ ଆଲୋଚନା

ଖପ୍ରାଖୋଲ,୧୦/୧୦ : ଖପ୍ରାଖୋଲ ବ୍ଲକ ତେଲେନପାଲିି ବେହେରା ଦୋକାନ ନିକଟରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଆଞ୍ଚଳିକ ସର୍କଲ ସଭାପତି ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଶୌଣ୍ଢିକ ସମାଜର ସାମାଜିକ ସ୍ତରରେ ରହିଥିବା ସମସ୍ୟା ବିଷୟରେ
Read More...

ସୁବର୍ଣ୍ଣ ଜୟନ୍ତୀ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଲାର ସର୍ବପୁରାତନ ମଶାଲ

ନବରଙ୍ଗପୁର,୧୦/୧୦:- ଆସନ୍ତା ୧୨ ତାରିଖରେ ହେବାକୁ ଥିବା ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଶୁଭ ଉଦଘାଟନ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଳାର ସର୍ବ ପୁରାତନ ମଶାଲ । ଏଥିପାଇଁ ପୂର୍ବତନ ଛାତ୍ର ସଂସଦ (ଆଲୁମିନାଇ ଏସୋସିଏସନ୍‌), ମହାବିଦ୍ୟାଳୟ ପ୍ରଶାସନ, ଜିଲ୍ଲା ପ୍ରଶାସନ,
Read More...