Monthly Archives

October 2022

ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ପାଇଁ କନ୍ଧମାଳ ପ୍ରଶାସନ ଦାୟୀ – ବିଜେପି ଯୁବମୋର୍ଚ୍ଚା

କନ୍ଧମାଳ,୮/୧୦- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଘୁ. ଉଦୟଗିରି ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ ଓ କିଛି ଘଣ୍ଟା ପରେ ମାଁ ଅର୍ଥାତ୍‌ ଛାତ୍ରୀଟିର ମୃତ୍ୟୁ ଘଟଣାରେ ଆଜି ବିଜେପି
Read More...

୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣ ।ମେଣ୍ଟ : ଫୁଲବାଣୀ ବିଜୟୀ

ବୌଦ୍ଧ/ଜହ୍ନ ।ପଙ୍କ,୭/୧୦: ବୌଦ୍ଧଜିଲ୍ଲା ତାଳସରଡ଼ା ଗ୍ରାମପଞ୍ଚ ।ୟତ ଅନ୍ତର୍ଗତ ସଂଗ୍ରାମପୁର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ମ୍ୟାଚ ବେଲପାହାଡ ଓ ଫୁଲବାଣୀ ଦଳ ମଧ୍ୟରେ ହୋଇଥିଲା । ଏଥିରେ ୪-୩ ଗୋଲରେ ଫୁଲବାଣୀ ବିଜୟୀ ହୋଇଥିଲା ।
Read More...

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ

ପୁରୀ,୭/୧୦- ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି । ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ
Read More...

ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ନାଟକ ମଞ୍ଚସ୍ଥ

ଜହ୍ନ ।ପଙ୍କ,୭/୧୦: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡ ଠାରେ ଶାରଦୀୟ ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ୩୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉପେନ୍ଦ୍ର ପ୍ରଧାନ ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ମଥାରେ ଲାଗିଛି କଳଙ୍କ
Read More...

ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ

ଫୁଲବାଣୀ,୭/୧୦: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ’ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା
Read More...

ବଜ୍ରାଘାତରେ ୨ ବଳଦ ମୃତ

ଖପ୍ରାଖୋଲ,୭/୧୦: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗ୍ରାମର ୨ଟି ବଳଦ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ନାଗଡେରା ଗାଁ ର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛ ମୂଳେ ସବୁଦିନ ପରି ଆଜି ମଧ୍ୟ ବଳଦ ମାନଙ୍କୁ ବାନ୍ଧି ରଖିଥିଲେ ।
Read More...

ଆସନ୍ତା ୧୨ରେ ମଶାଲ ଶୋଭାଯାତ୍ରାରୁ ଶୁଭ ଉଦଘାଟନ ହେବ ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ

ନବରଙ୍ଗପୁର,୭/୧୦:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଆସନ୍ତା ୧୨ ତାରିଖରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଚୁଡାନ୍ତ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ସମାରୋହ ଆସନ୍ତା ଡ଼ିସେମ୍ବର ୧୬ରୁ ୧୮ ତାରିଖ ତିନିଦିନ ଯାଏଁ ଚାଲିବ । ନବରଙ୍ଗପୁର
Read More...

ବହୁ ଚର୍ଚ୍ଚିତ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା,ଛାତ୍ରୀ ଓ ଶିଶୁ ମୃତ

ଘୁ.ଉଦୟଗିରି, ୭/୧୦: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ସେପାରି ଗ୍ରାମର ୭ମ ଶ୍ରେଣୀ ଝିଅ ରଙ୍ଗାପାରୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । କୌଣସି କାରଣରୁ ଝିଅ ଗର୍ଭବତୀ ହୋଇଥିବା ସ୍କୁଲ୍‌ କର୍ତ୍ତୃପକ୍ଷ ଜାଣିପାରିଥିଲେ । ସ୍କୁଲ
Read More...

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା…ମା ଓ ନବଜାତର ମୃତ୍ୟୁ

ବାଲିଗୁଡ଼ା,୭/୧୦: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ଗତକାଲି ଛାତ୍ରୀଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ମା' ଅର୍ଥାତ୍‌ ଛାତ୍ରୀ ଜଣକ ଆଖି ବୁଜିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଗତ ସେପ୍‌ଟେମ୍ବର ୨୪
Read More...

ଭୁସ୍ଖଳନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ, ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ହେଲେ ୪୦୦ ଗ୍ରାମବାସୀ

ବାଲିଗୁଡ଼ା, ୭/୧୦:- ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ଼ ଭୁସ୍ଖଳନ ହୋଇଥିଲା । ବର୍ତ୍ତମାନ ସମୟରେ ପୁଣି ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ବଢ଼ିଥିବା ବେଳେ ବ୍ଲକ୍‌
Read More...