Monthly Archives

October 2022

ପୁଣି ପ୍ରସବ ବେଦନା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ପାରଳାଖେମୁଣ୍ଡି,୭/୧୦:- ଗାଁକୁ ଭଲ ରାସ୍ତା ନ ଥିବାରୁ ୫ କିମି ଘାଟି ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଲିକା ଗାଁରେ । ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳଙ୍କ ଆଜି ସକାଳେ ଗର୍ଭ
Read More...

୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣ ।ମେଣ୍ଟ : ସମ୍ବଲପୁର ୧-୦ଗୋଲରେ ବିଜୟୀ

ବୌଦ୍ଧ/ଜହ୍ନ ।ପଙ୍କ,୬/୧୦: ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମପଞ୍ଚ ।ୟତ ଅନ୍ତର୍ଗତ ସଂଗ୍ରାମପୁର ହାଇସ୍କୁଲ ପଡିଆରେ ବିଜୟ । ୟୁଥ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଚତୁର୍ଥ ଦିନର ଖେଳ ସମ୍ବଲପୁର ଓ ଭଞ୍ଜନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି
Read More...

କନ୍ଧମାଳ ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ହେଲେ ବିଜୟ ନାୟକ

ଫୁଲବାଣୀ,୬/୧୦:- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ରାଜ୍ୟରେ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି
Read More...

ବୌଦ୍ଧରେ କୃତି ତୀରନ୍ଦାଜୀଙ୍କୁ ସମ୍ବର୍ଦ୍ଧିତ

ବୌଦ୍ଧ,୬/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ଗତ ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ଚାଂପିଆନସିପରେ ଓଡିଶାର ୨୧୪ ଜଣ ତୀରନ୍ଦାଜୀ ଅଂଶଗ୍ରହଣ କରିଥିଲେ । ବୌଦ୍ଧରୁ ମଧ୍ୟ ୧୩ ଜଣ ତୀରନ୍ଦାଜୀ ଅଂଶଗ୍ରହଣ କରିଥିଲେ । କିଡ୍ସ ବର୍ଗରେ ଇଣ୍ଡିଆନ
Read More...

ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ କାର୍ତ୍ତିକ ନୀତି

ପୁରୀ,୬/୧୦- ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯିବ ।
Read More...

ଦଶହରା ଉପଲକ୍ଷେ ରାମାୟଣ ପାରାୟଣ

ବୌଦ୍ଧ/ଜହ୍ନ ।ପଙ୍କ,୬/୧୦: ବୌଦ୍ଧବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ମାରୁତି ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ୩୫ ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି । ଦଶମୀ ତିଥିରେ ସୁଶ୍ରୀ ଅଳକା ଦାସ ରାମାୟଣ ପାରାୟଣ ଗାନ କରିଥିଲେ । ନାରାୟଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ
Read More...

ସମାଜସେବୀ ସମ୍ମାନରେ ସମ୍ମାନିତ ଡଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ,୬/୧୦ :- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଫୁଲବାଣୀର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଜଣାଶୁଣା ସଂଗଠକ, ସାହିତ୍ୟିକ, ଶିକ୍ଷାବିତ ତଥା ସମାଜସେବୀ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ୨୦୨୧ ମସିହାର ଉମେଶଚନ୍ଦ୍ର ପାତ୍ର
Read More...

୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ,
ବିଜୟୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର

ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ ହୋଇ ମଙ୍ଗଳବାର ଅପରାହ୍ନରେ ପ୍ରମାଣ ପତ୍ର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆର୍ଚେରୀ ସଂଘ ଏବଂ ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘର ମିଳିତ ଆନୁକୂଲ୍ୟରେ
Read More...

ଅନାଥ ଝିଅ ବାସୁକିକୁ ରାସନ କାର୍ଡ ଓ ଘର ଯୋଗାଇଦେବାକୁ ଦାବି

ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଅନାଥ ବାସୁକି ସାହାଣୀ ମହୁରୁଣ୍ଡି ଗାଁରେ ବସବାସ କରନ୍ତି । ରାସନ କାର୍ଡ ଓ ଘର ଖଣ୍ଡିଏ ପାଇ ନଥିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସୂଚନାନୁଯାୟୀ, ବାସୁକିଙ୍କ ବାପା ମା' ଙ୍କ ଦୀର୍ଘ ବର୍ଷ
Read More...

ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଫୁଲବାଣୀ, ୬/୧୦:- ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଶ୍ରୁତି ଲେଖା ବାରିକ ଏକ ଗଞ୍ଜେଇ ମାମଲାର ବିଚାର କରି ଘଟଣାର ୯ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ
Read More...