Monthly Archives

October 2022

ଗଜପତିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ

ପାରଳାଖେମୁଣ୍ଡି,୨୯/୧୦- ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମାଠାରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାକୁ ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଓ ଅତିରିକ୍ତ ଜିଲ୍ଲାପାଳ
Read More...

୫ ଦାଦନ ଶ୍ରମିକ ଉଦ୍ଧାର , ଜଣେ ଦଲାଲ ଗିରଫ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ପୁଲିସ ଚଢାଉ କରି ମୋଟର ସାଇକେଲରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ଦଳାଲକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସାନ ଉଡେନ୍‌ ଗାଁର ଦାଦନ ସର୍ଦ୍ଦାର ଘନଶ୍ୟାମ ଜାଲ । ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ପୁଲିସ ସକାଳେ
Read More...

ଦଶପଲ୍ଲାରେ ଅନୁଷ୍ଠିତ ହେଲା ଜନସଂପର୍କ ପଦଯାତ୍ରା

ଦଶପଲ୍ଲା : ଆଜି ଦଶପଲ୍ଲାରେ ଦଶପଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।ଏହି ପଦଯାତ୍ରା ରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ
Read More...

ନନ୍ଦହାଣ୍ଡି ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଡ଼ଃ ବନମାଳୀ ମେହେର କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି । ତହସିଲଦାର ରୂପେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ ଏବଂ ନନ୍ଦାହାଣ୍ଡି ତହସିଲର ସମସ୍ତ
Read More...

ଶ୍ରୀକ୍ଷେତ୍ରରେ ବିଦେଶୀ କରୁଛନ୍ତି ହବିଷ ବ୍ରତ

ପୁରୀ : ଶ୍ରୀ ଚୌତନ୍ୟଙ୍କ ଭକ୍ତ ହୋଇଥିବାରୁ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରି ହବିଷ ବ୍ରତ କରୁଛନ୍ତି । ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିବା ସହ ସକାଳ ବେଳା ଶ୍ରୀମନ୍ଦିର
Read More...

ଜାତୀୟ ସ୍ତରରେ ଗ୍ରେଡ B+ ମାନ୍ୟତା ପାଇଲା ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ

ପାଟଣାଗଡ: ପାଟଣାଗଡ଼ର ଜଣାଶୁଣା ସର୍ବ ପୁରାତନ ଜବାହାର ଲାଲ କଲେଜକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାଗ୍‌) ଦ୍ୱାରା ଜାତିୟ ସ୍ତରରେ B+ ଗ୍ରେଡର ମାନ୍ୟତା ପାଇଛି ।ଜିଲ୍ଲାରେ ପ୍ରଥମ କରି ପାଟଣାଗଡ଼ ଜବାହାର ଲାଲ ମହାବିଦ୍ୟାଳୟ ଏହି ମାନ୍ୟତା
Read More...

ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ କୁମାର ପଣ୍ଡା

ଫୁଲବାଣୀ: ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିଲେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ କୁମାର ପଣ୍ଡା । ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ପଣ୍ଡା ହେଲିକେପ୍ଟର ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡିଆରେ ପହଞ୍ଚିଥିଲେ । ପରେ ଏସପିଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ମାଓ ଗତିବିଧି ଓ ବିଭିନ୍ନ
Read More...

ସୁବର୍ଣ୍ଣପୁର ଜିଲ୍ଲା ଅସ୍ଥାୟୀ ପୌର କର୍ମଚାରୀ ଚାକିରୀରେ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ସୁବର୍ଣ୍ଣପୁର: ଜିଲ୍ଲାର ସୁବର୍ଣ୍ଣପୁର ପୌରପରିଷଦ, ବିନିକା ବିଜ୍ଞାପିତ ପରିଷଦ ଓ ତରଭା ବିଜ୍ଞାପିତ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ମାଧ୍ୟମରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ
Read More...

ଗୁପ୍ତେଶ୍ୱର ଶୈବପୀଠରେ ନବାହ୍ନ ପାରାୟଣ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡିଗଡ ବାବା ଗୁପ୍ତେଶ୍ୱର ଶୈବପୀଠରେ ଚାଲିଥିବା ନବାହ୍ନ ପାରାୟଣର ଆଜି ଷଷ୍ଠ ଦିନରେ ଆରଣ୍ୟକ କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ସୋନପୁର ଜିଲ୍ଲା ତେଲେଣ୍ଡା ଗ୍ରାମର ଗୋବର୍ଦ୍ଧନ ମିଶ୍ର ଦାୟିତ୍ୱ ତୁଲାଇଥିବା
Read More...

ବିଶିଷ୍ଟ ଦୁଗ୍ଧ ବ୍ୟବସାୟୀଙ୍କ ପରଲୋକ

ପୁରୀ : ବିଶିଷ୍ଟ ଦୁଗ୍ଧ ବ୍ୟବସାୟୀ ତଥା ଷୋଳପୁଅ ମା ବେହେରା ରୋଡ ଲାଇନ୍ସର ମୁଖ୍ୟ ରାମଚନ୍ଦ୍ର ବେହେରାଙ୍କର ୭୯ ବର୍ଷ ବୟସରେ ପରଲୋକ ଘଟିଛି । ଗୁରୁବାର ୧୦ଟା୪୫ ମିନିଟ ସମୟରେ ଶ୍ରୀ ବେହେରା ଭୁଆଁ ଗ୍ରାମରେ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିବା ବେଳେ ତାଙ୍କ ନିକଟରେ ପାଞ୍ଚ ପୁଅ,ଦୁଇ ଝିଅ
Read More...