Monthly Archives

November 2022

ଧୂମାଭଟା ବୀଣାପାଣି ଡ୍ରିଗ୍ରୀ କଳେଜରେ ଛାତ୍ରଛାତ୍ରୀଙ୍କ ଧାରଣ, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ବେଆଇନ ଭାବେ ଛାତ୍ରଛାତ୍ରୀମାନଙ୍କ ଠାରୁ ନାମ ଲେଖା ଓ ଫର୍ମ ଫିଲପ ପାଇଁ ଅଧିକ ଫି ଆଦୟ ହେତୁ ଏହାକୁ ବିରୋଧ କରି ଉକ୍ତ କଲେଜର ଯୁକ୍ତ ଦୁଇ ଓ ତିନିର ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ କଲେଜ ମୁଖ୍ୟ ଗେଟରେ
Read More...

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ
Read More...

ବିଭିନ୍ନ ଦାବିନେଇ ଅଙ୍ଗନୱାଡି କର୍ମୀଙ୍କ ଗଣଧାରଣା ଓ ବିକ୍ଷୋଭ

ବୌଦ୍ଧ,୨୩/୧୧- ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନର ଡାକରାକ୍ରମେ ଆଜି ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ସମସ୍ତ ଅଙ୍ଗନୱାଡିକର୍ମୀ ମାନେ କାର୍ଯ୍ୟବନ୍ଦ କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଗୁଡିକ ଆଗରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
Read More...

ଅପହୃତା ନାବାଳିକାକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକାକୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେଲେଙ୍ଗାନାର ସିକନ୍ଦରାବାଦରେ ଅପହରଣକାରୀ ଦ୍ୱୟଙ୍କୁ ପୋଲିସ
Read More...

ସର୍ବୋଦୟ ନଗର ପାର୍କ ଉଦଘାଟିତ

ପୁରୀ : ହୃଦୟ ଯୋଜନାରେ ପ୍ରାୟ ୨୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବୋଦୟ ନଗର ପାର୍କ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ରିବନ୍‌ କାଟି ଏହାକୁ ଉଦ୍ଦଘାଟନ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ପୌର ନିର୍ବାହୀ
Read More...

ରୁଦ୍ରମାଧବ ରାୟଙ୍କ ଜନ୍ମଜୟନ୍ତୀ ପାଳିତ

ଦଶପଲ୍ଲା : ଦଶପଲ୍ଲା ମାଟିର ବୀର ସନ୍ତାନ ତଥା କନ୍ଧମାଳର ପୂର୍ବତନ ସାଂସଦ ତଥା ବିଧାୟକ , ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ୮୫ ତମ ଜନ୍ମ ଜୟନ୍ତୀ ଉତ୍ସବ ଗଣିଆ ଗାନ୍ଧୀ ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଛକ ତଳେ ଥିବା ରୁଦ୍ରମାଧବଙ୍କ ପ୍ରତିମୂର୍ତ୍ତିରେ ଜନ୍ମ ଜୟନ୍ତୀ ଉପଲକ୍ଷେ
Read More...

ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଉତ୍କଳ ସମ୍ମିଳନୀ

ନବରଙ୍ଗପୁର:- ନବ ଗଠିତ ଉତ୍କଳ ସମ୍ମିିଳନୀ, ନବରଙ୍ଗପୁର ଶାଖାର ସଦସ୍ୟ ମାନେ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଭାଷା, ସଂସ୍କୃତି, ପରମ୍ପରା ତଥା ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରେଇଥିଲେ ।ବିଭିନ୍ନ ସମୟରେ ପଡୋଶୀ
Read More...

ଓଲଟିଲା ବାଲି ବୋଝେଇ ଟ୍ରକ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଦଶପଲ୍ଲା- ଭଂଜନଗର ରାସ୍ତାର ପଙ୍କାଳ ସାହି ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଓଡି-୧୯ଇ-୨୬୫୪ ନମ୍ବର ଥିବା ଏକ ବାଲି ବୋଝେଇ ଟ୍ରକ ରାସ୍ତା କଡ଼ରେ ଓଲଟି ପଡିଛି । ସୂଚନା ଯୋଗ୍ୟ ଯେ ଟ୍ରକଟି ଗଣିଆଠାରେ ଥିବା ମହାନଦୀ ବାଲି ଘାଟରୁ ବାଲି
Read More...

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ଆପଣମାନେ ଜାଣନ୍ତି, ଆମ  ରାଜ୍ୟରେ  ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ  ଅଛନ୍ତି । ଏମାନେ  ଗରିବ  ଲୋକ ବହୁ  ଜନଜାତି  ମା  ମାନେ  ମଧ୍ଯ  କେନ୍ଦୁପତ୍ର  ତୋଳିବା  କାମ  କରନ୍ତି ।   କେନ୍ଦୁପତ୍ର  ତୋଳାଳୀ  ଓ  କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ
Read More...

ବୀରମହାରାଜପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଅନଶନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୬ଶହରୁ ଉଦ୍ଧ୍ୱର୍ ଅଙ୍ଗନବାଡି କର୍ମୀ ଓ ସହାୟିକା ନିଜର ନିୟମିତ ସରକାରୀ ଚାକିରୀ ମାନ୍ୟତା ଦାବିରେ ବ୍ଲକ ସଭାନେତ୍ରୀ ଶ୍ରୀମତୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଆଜି
Read More...