Monthly Archives

November 2022

ରାସ୍ତା କଂକ୍ରିଟକରଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ପ୍ରସଙ୍ଗ, ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟା ଧମକ

ଖପ୍ରାଖୋଲ : ଦୁର୍ନୀତି ଓ ବିଭ୍ରାଟକୁ ଲୋକଲୋଚନକୁ ଆଣି ଗଣମାଧ୍ୟମ ଅକ୍ରୋଶ ଓ ଧମକର ଶିକାର ହେବା ଘଟଣା କ୍ରମଶଃ ବଢିବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକରେ ଏହାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଏହି ବ୍ଲକର ଓଡ଼ିଆପାଲି ଗ୍ରାମ ପଞ୍ଚାୟତରେ ଗ୍ରାମ୍ୟ ରାସ୍ତାର
Read More...

ତୃତୀୟ ଦିନରେ ପହଞ୍ଚିଛି ଆଉଟ ସୋର୍ସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜିଲ୍ଳାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କାର୍ଯ୍ୟରତ ଥିବା କର୍ମଚାରୀମାନେ ଶାନ୍ତିଶୃଙ୍ଖଳା ଭାବେ କଳାବ୍ୟାଜ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିଖ ମଧ୍ୟରେ କିଛି ପଦକ୍ଷେପ ନ
Read More...

ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୨ ବିକାଶ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସଫଳତା

ଭବାନୀପାଟଣା:ଭାରତ ସରକାରଙ୍କ ଲୋକ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କଳା ଉତ୍ସବ ୨୦୨୨, ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା ଏଥିରେ ଭବାନୀପାଟଣା ବିକାଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜୋନ ସ୍ତରରେ କୃତିତ୍ୱ ପରେ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ରାଜ୍ୟ ସ୍ତରରେ ମଧ୍ୟ ଶ୍ରେଷ୍ଠ
Read More...

ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ, ପଢିବେ ଶ୍ରୀମନ୍ଦିର ସେବାୟତଙ୍କ ପିଲା

ପୁରୀ :ଶ୍ରୀମନ୍ଦିର ସେବାୟତଙ୍କ ପିଲା ମାନଙ୍କ ପାଇଁ ବହୁ ପ୍ରତିକ୍ଷିତ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ । ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦
Read More...

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ

ପୁରୀ : ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ । ମନ୍ଦିର ଭିତରୁ ଦୁର୍ବୃତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି । ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ
Read More...

ରାସ୍ତା କଡ଼ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲିଗୁଡ଼ା: ରାସ୍ତା କଡ଼ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ରାମଚନ୍ଦ୍ର କାର୍ଜୀମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ତୁମୁଡ଼ିବନ୍ଧ ଥାନା ଅଧିନସ୍ଥ ତୁମୁଡ଼ିବନ୍ଧ-ମୁନିଗୁଡ଼ା ମୁଖ୍ୟ ରାସ୍ତା ବାଟାମାହା ଗ୍ରାମ ନିକଟସ୍ଥ
Read More...

ପୁଲିସ ଥାନାରେ ମହିଳା ଓ ଶିଶୁ ଡେସ୍କ ଅଧିକାରୀଙ୍କୁ ବିଶେଷ ପ୍ରଶିକ୍ଷଣ

ସମ୍ବଲପୁର: ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ପୁଲିସ ଆଇଜି ରେଞ୍ଜ ଅଧୀନସ୍ଥ ୬ଟି ଜିଲ୍ଲା ସମ୍ବଲପୁର, ବରଗଡ, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ଅନୁଗୁଳର ସମସ୍ତ ପୁଲିସ ଥାନାରେ ପଦସ୍ଥ ମହିଳା ଓ ଶିଶୁ ଡେସ୍କ ଅଧିକାରୀଙ୍କୁ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ
Read More...

ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ : ଏମିତି ହୋଇପାରେ ଭାରତୀୟ ଦଳର ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଦୀର୍ଘ ୧୫ ବର୍ଷ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଜିତିବାର ସୁଯୋଗ ପାଇଥିଲା, କିନ୍ତୁ ଦଳ ସେମିଫାଇନାଲେ ଇଂଲଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । ବର୍ତ୍ତମାନ ଭାରତୀୟ ଦଳ ଆସନ୍ତାକାଲି ୱେଲିଙ୍ଗଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି
Read More...

ଭୁବନେଶ୍ୱରରେ ଅନ୍ତର୍ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସିଲେନସିରେ ଆୟୋଜିତ ହୋଇଯାଇଛି । ଯୁବପିଢୀଙ୍କୁ ନୂତନ ସୁଯୋଗ ଦେବା ସହ ସେମାନଙ୍କ ଯୋଗ୍ୟତାକୁ ସଠିକ୍‌ ମାର୍ଗଦର୍ଶନ ନିମନ୍ତେ
Read More...

ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

ପାରଲାଖେମୁଣ୍ଡି :ଗଜପତି ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସାତ ଗୋଟି ବ୍ଲକ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ
Read More...