Monthly Archives

December 2022

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର : ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ। ଏନେଇ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କଡା ଆଭିମୁଖ୍ୟ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଓକିଲ ଆନ୍ଦୋଳନ ନେଇ କଡା ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କଲେ
Read More...

ଆରମ୍ଭ ହେଲାଣି ପିକନିକ୍‌ ଋତୁ,ଜମୁଛି ଡୋକରୀଚଞ୍ଚରାରେ ପର୍ଯ୍ୟଟକଙ୍କ ଭିଡ଼

କୋକସରା: ଆରମ୍ଭ ହେଲାଣି ପିକନିକ୍‌ ଋତୁ । ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ
Read More...

ଓକିଲଙ୍କ ଆନ୍ଦୋଳନ ସ୍ଥଗିତ ସତ୍ତ୍ୱେ ଅଦାଲତରେ ଅଚଳାବସ୍ଥା ଜାରି

ସମ୍ବଲପୁର: ସମ୍ବଲପୁର ଓକିଲ ସଂଘ ଦ୍ୱାରା ଆୟୋଜିତ ସତ୍ୟାଗ୍ରହ ଆନ୍ଦୋଳନ ବେଳେ ସ୍ଥାନୀୟ କଚେରୀ ଛକରେ ପୁଲିସ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ସମ୍ବଲପୁର ଓକିଲ ସଂଘର ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ
Read More...

କଲେଜ ସୁବର୍ଣ୍ଣ ଜୟନ୍ତୀରେ ଗଣଦୌଡ

ନବରଙ୍ଗପୁର:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମାରାଥନ୍‌ (ଗଣଦୌଡ) ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ବାହାରି ମାଝିଗୁଡ଼ା ପର୍ଯ୍ୟନ୍ତ ପହଞ୍ଚି ପୁଣି ଜଗନ୍ନାଥ ମନ୍ଦିର ଛକକୁ ଫେରିଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ
Read More...

ଧାନ ଖରୀରେ ନିଆଁ ଲଗାଇଲେ ଦୁର୍ବୃତ୍ତ : ଜଳିଗଲା ଚାଷୀଙ୍କ ଅମଳ ଧାନ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ କଟାପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଧାନ ଖାରିରେ ନିଆଁ ଲଗାଇ ଦେବା ଫଳରେ ଚାଷୀ ଥବିର ପୁଟେଲଙ୍କ ଅମଳ ହୋଇ ଖଳାରେ ଗଛିତ ଧାନ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ନଷ୍ଟ ହୋଇଥିବା ଧାନ ଆନୁମାନିକ
Read More...

ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ। ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ
Read More...

୧୨୭ ବାଟାଲିୟନ୍‌ ସିଆରପିଏଫ୍‌ ପକ୍ଷରୁ ନିଆରା ପ୍ରୟାସ

ବାଲିଗୁଡ଼ା: ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ୱାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟାଲିୟନ୍‌ ସିଆରପିଏଫ୍‌ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ଭୋପାଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପୁଣି ନଷ୍ଟ ହେଲା ୧୪କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର । ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍‌ । ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ ମହାସିଙ୍ଗି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ
Read More...

ବାଣୀଗୋଛା ଅଂଚଳରୁ ଘନଘନ ଚୋରି

ଦଶପଲ୍ଲା : ବାଣିଗୋଛା କଲେଜରେ ବାଇକ ଚୋରି । ଲୋକଙ୍କ ପାଟି ଶୁଣି ଚୋରମାନେ ଧରି ଆସିଥିବା ବାଇକ, ଓଡି ୨୭ବି ୨୪୪୦ ପଲସର ଛାଡି ଚମ୍ପଟ୍‌ ମାରିଛନ୍ତି । ଆଜି ଭୋର ସାଢେ ୪ଟା ବେଳେ ବାଣୀଗୋଛା କଲେଜର ସାଇଟଗେଟ ଭାଂଗି ଦୁର୍ବୃତ୍ତ ମାନେ କଲେଜ ପ୍ରିନ୍ସପାଲଙ୍କ ଓଡି ୦୨ ୮୮୫୭ ଆପାଚୀ ଗାଡି ଧରି
Read More...

୩ବନ କର୍ମଚାରୀ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ନିଲମ୍ବିତ ବନ କର୍ମଚାରୀଙ୍କୁ ଆଜି ଗିରଫ କରିଛି ବନ ବିଭାଗ। ସେମାନେ ହେଲେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ। ଏହି ୩ଜଣଙ୍କୁ ପୂର୍ବରୁ ନିଲମ୍ବିତ
Read More...