Yearly Archives

2022

ବୌଦ୍ଧରେ ମିଲେଟ ଫୁଡ଼ଷ୍ଟଲ ଉଦଘାଟିତ

ବୌଦ୍ଧ,୯/୧୧- ବୌଦ୍ଧ ଜିଲ୍ଲା ମ୍ୟୁଜିୟମ ପ୍ରାଙ୍ଗଣରେ ମିଲେଟ ଫୁଡ଼ଷ୍ଟଲକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ତଥା ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମୂହ
Read More...

ପଲସାଗୋରା ଓ ଛତରଙ୍ଗ ଠାରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ବୌଦ୍ଧ,୯/୧୧- ବୌଦ୍ଧ ଜିଲ୍ଲା ପଲଶାଗୋରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଅନୁକୂଲ୍ୟରେ ବୁଧବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା
Read More...

ଭାରତ ସ୍କାଉଟ ଦିବସ ପାଳିତ

ପାରଳାଖେମୁଣ୍ଡି,୯/୧୧- ଭାରତ ସ୍କାଉଟ ଏବଂ ଗାଇଡର ଓଡ଼ିଶା ରାଜ୍ୟ ମୁଖ୍ୟ କମିଶନର ଶ୍ରୀଯୁକ୍ତ କାଳୀ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମହାରାଜାଙ୍କ ବାଳିକା ଉଚ୍ଚବିଦ୍ୟାଳୟରେ ସ୍କାଉଟ ସ୍ଥାପନ ଦିବସ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ପଦକ୍ଷେପ ନେଉଛି ୧୨ ବାଟାଲିୟନ ସିଆରପିଏଫ

ଫୁଲବାଣୀ,୯/୧୧:- ସିଆରପିଏଫର ସାମାଜିକ ଦାୟିତ୍ୱର ଏକ ଅଂଶ ଭାବରେ ଏବଂ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଏକ ପଦକ୍ଷେପ ଭାବେ ୧୨ ବାଟାଲିୟନ ସିଆରପିଏଫ ଦ୍ୱାରା ସାଡିଙ୍ଗିଆ ପଞ୍ଚାୟତର ସାଧାରଣ ଅଞ୍ଚଳରେ ବୁଧବାର ଦିନ ଏକ ସିଭିକ୍‌ ଆକ୍ସନ ପ୍ରୋଗ୍ରାମ -୨୦୨୨ ଆୟୋଜନ କରାଯାଇଥିଲା ।
Read More...

ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ନେଇ ବୈଠକ

ପାରଳାଖେମୁଣ୍ଡି,୯/୧୧- ଗଜପତି ଜିଲ୍ଲାସ୍ତରୀୟ ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି
Read More...

ଫୁଲବାଣୀରେ ଜାତୀୟ ଆଇନସେବା ଦିବସ ପାଳିତ

ଫୁଲବାଣୀ,୯/୧୧:- କନ୍ଧମାଳ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ଫୁଲବାଣୀ ଏଡିଜେ ସ୍ୱତନ୍ତ୍ର ପୋସ୍କ ସଞ୍ଜିତ୍‌ କୁମାର ବେହେରା ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭ ଉଦଘାଟନ କରିଥିଲେ
Read More...

ଭିନ୍ନକ୍ଷମ ଜଗୁ କୁମ୍ଭାର ସରକାରୀ ଯୋଜନାରୁ ବଞ୍ଚିତ, ସହାୟତା ପାଇଁ ଦାବି

ଖପ୍ରାଖୋଲ,୯/୧୧: ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ମ୍ୟୁନସିପାଲଟି ଏରିଆ ମାଳଗୋଦାମ ପଡାର ଜଗୁ କୁମ୍ଭାର(୨୭) ଶତକଡ଼ା ୮୦ % ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ପରିବାର କହିଲେ ମା ଓ ୫ ଭାଇ ଅଛନ୍ତି । ତିନି ଭାଇ ବିବାହିତ ଜଗୁ କୁମ୍ଭାର ଓ ସାନଭାଇ
Read More...

ଜାତୀୟ ଆଇନସେବା ଦିବସ ପାଳିତ

ଦଶପଲ୍ଲା,୯/୧୧: - ଆଜି ଜାତୀୟ ଆଇନ୍‌ ସେବା ଦିବସ ଅବସରରେ ତାଲୁକ ଆଇନ ସେବା କମିଟି ତରଫରୁ ମଣିନାଗ ବହୁମୁଖୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସକାଶେ ତାଲୁକ୍‌ ଆଇନ୍‌ ସେବା ପ୍ରାଧିକରଣ କମିଟି ତରଫରୁ,ଏକ ଆଇନ୍‌ ସଚେତନତା କାର୍ଯ୍ୟକ୍ରମ ଦଶପଲ୍ଲା
Read More...

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ
Read More...

ଦଶପଲ୍ଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଦଶପଲ୍ଲା : ଦଶପଲ୍ଲା ଏନ୍‌ଏସି ସମେତ ଦଶପଲ୍ଲା ବ୍ଲକ ଅଧିନ ବିଭିନ୍ନ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଚନ୍ଦ୍ରଗ୍ରହଣ ଥିବାରୁ ସୋମବାର ବିଭିନ୍ନ ଦେବାଳୟ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଥିଲା
Read More...