Yearly Archives

2022

ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ

ସୁବର୍ଣ୍ଣପୁର : ଆଜି ସୋନପୁର କୁଞ୍ଜ ଛକ ଠାରେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ପୌରହିତ୍ୟରେ ସୋନପୁରର ପୂର୍ବତନ ବିଧାୟକ ସ୍ୱର୍ଗତ କୁନ୍ଦୁରୁ କୁଶଳଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ କୁଶଳଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ
Read More...

ବୌଦ୍ଧ ଜିଲ୍ଲା ଜିଆରଏସ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ହରଭଙ୍ଗା : ଆଜି ବୌଦ୍ଧ ଜିଲ୍ଲା ଜିଆରଏସ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜଳେଶ୍ୱର ବାବା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜିଲ୍ଲା ସଭାପତି ସରୋଜ ମହାକୁଡ଼ ରାଜ୍ୟ ଜିଆରଏସ ସଂଘର କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିବା ହେତୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଶ୍ରୀ
Read More...

ପୁରୁଣା କେରାଣ୍ଡୀରେ ନାମ ସଂକୀର୍ତ୍ତନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଲକର କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମର ହନୁମାନ ମନ୍ଦିର ନିକଟରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଗ୍ରାମର ୱାର୍ଡ ସଭ୍ୟ ସରୋଜ ଜେନା ଓ ଶ୍ରୀକାନ୍ତ ବରାଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି ।
Read More...

ଫୁଲବାଣୀ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଫୁଲବାଣୀ: ଆଜି ଫୁଲବାଣୀର ନଦୀ ଗୁଡିକରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା । ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲୁଙ୍କି ଡ୍ୟାମ, ପିଅନପଡ଼ା ନଦୀ ଘାଟ, ଫୁଲବାଣୀ
Read More...

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ଲକ୍ଷେ ଦୀପ ଦାନ

ସୁବର୍ଣ୍ଣପୁର: କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ସହରର ମଝିପଡା ରାମଜୀ ମନ୍ଦିରରେ ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା ।ଶତାଧିକ ଗୃହିଣୀ ଓ ଅବିବାହିତ ଝିଅମାନେ ଏହି ଯଜ୍ଞ କାର୍ଯ୍ୟରେ ସାମିଲ ହୋଇ ଲକ୍ଷେ ଦୀପ ପ୍ରଦାନ କରିଛନ୍ତି । ଏଥିପାଇଁ ଅନେକ ଗୃହିଣୀ ଆବଶ୍ୟକ ଦୀପ ବତି ଓ ଘିଅ ଦାନ କରିଥିଲେ ।
Read More...

ଦହଣା ବାଲୁଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ନାମଯଜ୍ଞ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ସନ୍ଧ୍ୟାରେ ବାଙ୍ଗୀରୀନାଳଠାରୁ କଳସ ଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ଜଳ ଅଣାଯାଇ ଯାଇଥିଲା । ଦହଣା
Read More...

ଆକ୍ସନ ମୋଡ଼ରେ ବନବିଭାଗ, ପୁଣି ବିପୁଳ ପରିମାଣର କାଠ ଜବତ୍‌

ଦଶପଲ୍ଲା,୮/୧୧: - ଦଶପଲ୍ଲା ଏନଏସି ଅନ୍ତର୍ଗତ ନାହାକପଡାରୁ ଆଜି ବନବିଭାଗ ଚଢାଉ କରି ୩୧ଟି ଶାଳ ସାଇଜ୍‌ ଓ ପଟା ଜବତ୍‌ କରିଛନ୍ତି । ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ସ୍କ୍ୱାର୍ଡ ଚଢାଉ କରି ପ୍ରାୟ ୪୨୦ ସେଣ୍ଟିମିଟର ସାଇଜ୍‌ ଜବତ୍‌
Read More...

ତୈଳିକ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ବୌଦ୍ଧ,୮/୧୧- ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ମନେପକାଇ ତୈଳିକ ବୈଶ୍ୟ ସମାଜ ବୌଦ୍ଧ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଅତୀତରେ ଗମନାଗମନର ଅସୁବିଧା ସତ୍ତେ୍ୱ ସାଧବ ପୁଅମାନେ ଜାଭା, ସୁମାତ୍ରା ଭଳି ଦୂରଦେଶକୁ ଯାଇ ବଣିଜ ବେପାର କରି ଅନେକ ଧନରତ୍ନ ନିଜ ଦେଶକୁ ବୋହି ଆଣୁଥିଲେ
Read More...

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ବୌଦ୍ଧ,୮/୧୧- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ଦୁଇଦିନ ଧରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ଗସ୍ତ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ
Read More...

ହବିଷ୍ୟାଳୀ ମା ମାନଙ୍କୁ ଭାବପୂର୍ଣ୍ଣ ବିଦାୟ

ପୁରୀ : ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ଆଜି ନିଜ ନିଜ ଘରକୁ ଫେରିଛନ୍ତି ମା ମାନେ। ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଏସପି ଡ଼ଃ କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟ ରେ ମା ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା
Read More...