Yearly Archives

2022

ରାଣୀସାହି ନୂଆପାଲି ଗ୍ରାମରେ ସୁନ୍ଦରାକାଣ୍ଡ

ବୌଦ୍ଧ,୭/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମ ପଂଚାୟତର ରାଣୀସାହି ନୂଆପାଲି ଠାରେ କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗାୟିକା ବା ବ୍ୟାସ ଭାବେ ଜ୍ୟୋସ୍ନାମୟୀ ଦୀକ୍ଷିତ ଏବଂ ସହାୟକ ପାଳିକା
Read More...

ମାଣ୍ଡିଆ ରଥର ଶୁଭାରମ୍ଭ

ବୌଦ୍ଧ,୭/୧୧- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ସବୁଜ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ
Read More...

ବିଜୁଳି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ବିଜୁଳି କର୍ମଚାରୀ ସଂଘର ଆଲୋଚନା

ବୌଦ୍ଧ,୭/୧୧- ବୌଦ୍ଧ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଆଜି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଟିପିଏସଓଡିଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତଙ୍କ ସହ ଏକ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘର
Read More...

ବିଶ୍ୱ ହିନ୍ଦୁପରିଷଦର ହିତଚିନ୍ତନ ଅଭିଯାନ ଆରମ୍ଭ

ସୁବର୍ଣ୍ଣପୁର : ଜିଲ୍ଲାର ତରଭା ପ୍ରଖଣ୍ଡର ପାଇକବାହାଲର ସ୍ୱର୍ଗତ ଶ୍ରୀ ଶ୍ରୀ ଗିରିବର ଦାସ ମହାରାଜଙ୍କ ମଠରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିତଚିନ୍ତନ ବୈଠକ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଗଣପତି ପାଢୀ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ଖମାରୀ,
Read More...

ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଆଲୋଚନାଚକ୍ର

ଫୁଲବାଣୀ : ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ଏକ ଆଲୋଚନାଚକ୍ର (ପତ୍ର ବାଚନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉପସ୍ଥିତ ରହି
Read More...

ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଜରିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଲୋଚନା କ୍ରମେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାବ କୁମାର ସାହାଣୀ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା
Read More...

ଐତିହାସିକ ଗନ୍ଧରାଡି ଓ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡି ପୀଠରେ ଆଜି ଶେଷ ସୋମବାର ଓ କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇ ଥିଲା । ଆଜି ଭୋର ୪ ଟାରେ ଠାକୁରଙ୍କ ନୀତିକାନ୍ତି ପରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା । ଏହା ପରେ ଭକ୍ତ ମାନେ ଧାଡିରେ ଠିଆ ହୋଇ
Read More...

କାର୍ତ୍ତିକ ମାସ ଶେଷ ସୋମବାରରେ ଡୁଙ୍ଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଟିକାବାଲି: ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଦିନ ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରିମା ପଞ୍ଚାୟତ ଅଧିନରେ ଥିବା ଡୁଙ୍ଗି ସ୍ଥିତ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ବିଶେଷ କରି ପ୍ରଥମ, ପ୍ରମୁଖ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ
Read More...

ଭାରସାମ୍ୟ ହରେଇ ଓଲଟିଲା ଟ୍ରାକ୍ଟର, ୨ ଗୁରୁତର

ବାଲିଗୁଡ଼ା: ବାଲିଗୁଡ଼ା ଥାନା ଅନ୍ତର୍ଗତ ଡଲାବାଲି ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ । ସୂଚନାଯୋଗ୍ୟ ଯେ ଏକ ଟ୍ରାକ୍ଟର ରୁତୁଙ୍ଗିଆ ଅଞ୍ଚଳରୁ ଖତ ବୋଝେଇ କରି ବାରଖମା ଅଞ୍ଚଳର ସଲାଗୁଡା ଗାଁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଡ୍ରାଇଭର ସମେତ ତିନିଜଣ ଗୁରୁତର
Read More...

ଦାରିଙ୍ଗବାଡ଼ି ବଜାରରେ ଫୁଟିଲା ଗୁଳି, ଜଣେ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଚାରି ଛକରେ ଫୁଟିଲା ଗୁଳି । ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର । ଗୁରୁତର ଜଣକ ହେଲେ କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ । ଆହତଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅବସ୍ଥା
Read More...