Yearly Archives

2022

ଲାଠୋରରେ ସଂଘବଦ୍ଧ ଭାବେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣାଗଡ / ଖପ୍ରାଖୋଲ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗ୍ରାମରେ ଜଣେ ଯୁବକଙ୍କୁ ତିନି ଜଣ ଯୁବକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଲାଠୋର ଗ୍ରାମର ତଲିପଡାରେ ରହୁଥିବା କମଲ ପାତ୍ରଙ୍କୁ
Read More...

ହାଇକୋର୍ଟ ବେଞ୍ଚ ପାଇଁ ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ସମସ୍ତ କୋର୍ଟ କଚେରୀ ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ଏଠାରେ କୋର୍ଟ କଚେରୀ ସବୁ ବନ୍ଦ ରହିଛି । ସ୍ଥାନୀୟ କଚେରୀ ଛକରେ ଓକିଲମାନେ ପିକେଟିଙ୍ଗରେ ବସିଥିବାରୁ ଜିଲ୍ଲା ଜଜ ଓ ତାଙ୍କ ସହଯୋଗୀ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ
Read More...

ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ

ଆଠଗଡ଼:  ଏଥର  ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ।ଏନେଇ ଜିଲ୍ଲାପାଳ କହିଛନ୍ତି, ଝୁଲା ପୋଲ ଅବସ୍ଥା ଯାହା ବହୁ ସଂଖ୍ୟାରେ
Read More...

ଏଣିକି ଆଉ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଏହାକୁ ରୋକିବାକୁ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି ପରିବହନ କମିସନ। ଏଣିକି ଆଉ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ସୁରକ୍ଷା ଓ ଫାଷ୍ଟ୍‌ଏଡ୍‌ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ
Read More...

ଟ୍ରକ୍‌-କାର୍‌ ମୁହାମୁହିଁ ଧକ୍କା, ୩ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୋଟ ଗ୍ରାମଠାରେ ଏକ ଢ଼ାବା ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ, ଏହି ଦୁର୍ଘଟଣାରେ ଏକ ଆଇସର ଟ୍ରକ ଏବଂ କାର ମଧ୍ୟରେ
Read More...

ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ପୁରୀ : ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯିବା ପରେ ଆରମ୍ଭ ହୋଇଥିଲା ଜନସମ୍ପର୍କ ପଦଯାତ୍ରା । ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି
Read More...

ଫୁଲବାଣୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ସ୍ୱଚ୍ଛତା ହିଁ ସେବା ଏବଂ ଏକକ ପ୍ଲାଷ୍ଟିକ
Read More...

ଓଡିଶାର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୁରସ୍କୃତ ହେଲେ ଭି ଭି ରାମଦାସ

ଫୁଲବାଣୀ: ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି । ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ
Read More...

ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ

ନବରଙ୍ଗପୁର:-ଆସନ୍ତା ଡିସେମ୍ବର ମାସ ୧୦ ରୁ ୧୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ-୨୦୨୨ ନିମନ୍ତେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ
Read More...

୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦ୍ଦାର ଅଟକ

ପାଟଣାଗଡ: ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦ୍ଦାର ମାନେ ବୋଲ ମାନୁନାହାନ୍ତି । ବେଆଇନ ଭାବରେ ଶ୍ରମିକ ମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି । ଏବେ ବେଳପଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡଳ ଗାଁ ନିକଟରୁ ୩୨
Read More...