Yearly Archives

2022

ହ୍ୟାଣ୍ଡସ୍‌ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହ୍ୟାଣ୍ଡସ୍‌ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ସହରର ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ କରଯାଇଛି । ଗୋ ଅଷ୍ଟମୀ ଉପଲକ୍ଷେ ପାରଳା ସହର ଏବଂ ଉପକଣ୍ଠରେ ବୁଲା ଗାଈଗୋରୁ ଓ
Read More...

ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ,ଜଣେ ସାମ୍ବାଦିକ ଗୁରୁତର

ଫୁଲବାଣୀ:- ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୁର୍ଘଟଣାରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ଏବଂ ପରିଷଦ ପାଣ୍ଠି ବିନିଯୋଗ ନେଇ ସମୀକ୍ଷା

ବୌଦ୍ଧ,୧ା୧୧ : ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ଶ୍ରୀଯୁକ୍ତ ସୁନିଲ କୁମାର ନାୟକ ବୌଦ୍ଧଜିଲା
Read More...

୮ରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ : ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତ୍ରୁଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ସୂର୍ଯ୍ୟେଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି
Read More...

ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

ପୁରୀ : ଆସନ୍ତାକାଲି ଅଁଳା ନବମୀ । ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ । କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି । ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନାହିଁ । ଏନେଇ ପୁରୀ
Read More...

ଶୋଭାଯାତ୍ରା ଉପରେ ମାଡିଗଲା କାର: ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଶୋଭାଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯିବାରୁ ୭ଜଣଙ୍କ ମୃତ୍ୟୁ ଘଟିଛି । ସୋଲାପୁର ଏସପି ଶିରିଶ ସରଦେଶ ପାଣ୍ଡେ କହିଛନ୍ତି ଯେ, ତୀର୍ଥଯାତ୍ରୀମାନେ ଏକ
Read More...

ଝୁଲାପୋଲ ଅଘଟଣ ନେଇ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ଗୁଜୁରାଟର ମର୍ବି ଝୁଲାପୋଲ ଅଘଟଣ ସଂପର୍କରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଅଘଟଣ ପାଇଁ ମୁଖ୍ୟତଃ ବ୍ରିଜ୍‌ର ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ନେଇଥିବା ଅଜନ୍ତା ଓରେଭା କମ୍ପାନୀ ଦାୟୀ ବୋଲି ସ୍ପଷ୍ଟ କରିଦେଇଛି । ଏଣେ ଏହି ଅଘଟଣକୁ ନେଇ
Read More...

ଡ୍ରାଇଭରକୁ ଦାଦାବଟି ମାଗି ଯୁବକ ଗିରଫ

ପୁରୀ : ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ଚୁଦଙ୍ଗାସାହି ମାତାଗୋସେଇଁ ଲେନ୍‌ର ସଲିଳ ଶତଦଳ ସୁବୁଦ୍ଧି,(ମିକୁନ)କୁ ଗିରଫ କରିଛନ୍ତି । ଅଭିଯୁକ୍ତଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ମୋବାଇଲ, ଗୋଟିଏ କଟୁରୀ ଏବଂ ୩୦୦୦ଟଙ୍କା ଜବତ କରାଯାଇଛି । ସୋମବାର ସନ୍ଧ୍ୟାରେ
Read More...

ଚରଦା ମନ୍ଦିରର ଚୋରୀ ରହସ୍ୟ ଖୋଲିବ କେବେ?

ସୁବର୍ଣ୍ଣପୁର: ବିନିକା ବ୍ଲକ ଅନ୍ତର୍ଗତ ଐତିହାସିକ ପୀଠ ଚରଦାର ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରୁ ବାରମ୍ବାର ଚୋରୀ ହେଉଥିବାରୁ ପୋଲିସର ତଦନ୍ତ ନେଇ ସନ୍ଦେହ ପ୍ରକାଶ ପାଇଛି । ଚରଦା ଗ୍ରାମରେ ଐତିହାସିକ ଶ୍ରୀଶ୍ରୀ କପିଳେଶ୍ୱରଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିର ପୁରୀ ଗଜପତି ରାଜା ତୃତୀୟ
Read More...

ବ୍ଲକ୍‌ ସ୍ତରୀୟ ଦୁର୍ନୀତି ନିବାରଣ ସଚେନତା ସଭା

ନବରଙ୍ଗପୁର: ଦୁର୍ନୀତି ନିବାରଣ ସପ୍ତାହ ୨୦୨୨ପାଳନ ଅବସରରେ ନବରଙ୍ଗପୁର ବ୍ଲକ୍‌ ସ୍ତରୀୟ ଦୁର୍ନୀତି ନିବାରଣ ସଚେନତା ସଭା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଅପରାହ୍ନରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ
Read More...