Yearly Archives

2022

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ

ପାରଳାଖେମୁଣ୍ଡି : ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ ତଥା ନୂତନ କର୍ମକର୍ତ୍ତା ନିର୍ବାଚନ ଗଜପତି ଏମ୍‌ଆଇ, ଆଇବିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାଖାର ଚାଳିଶରୁ ଉର୍ଦ୍ଧ୍ୱ ଇଞ୍ଜିନିୟର ସଭ୍ୟସଭ୍ୟା ଯୋଗ ଦେଇଥିଲେ ।ଶାଖା ସଭାପତି ରୂପେ ଇଞ୍ଜିନିୟର
Read More...

ନିଆଁ ଲାଗି ଦୁଇବଖରା ଘର ଭସ୍ମୀଭୂତ, ଖୋଲା ଆକାଶ ତଳେ ପରିବାର

ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣୀଗୋଛା ନୂଆସାହି ତ୍ରୀଲୋଚନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର ସମେତ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବରପାଇ
Read More...

ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ଓ କଳା ଉତ୍ସବ

ଫୁଲବାଣୀ : ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ
Read More...

ବଲାଙ୍ଗୀର୍‌ ଦିନ ପାଳନ ବଢୁଛି ଉତ୍ସାହ ଅନୁଷ୍ଠିତ ହେଲା ଶଙ୍ଖଫୁକା, ମେହେନ୍ଦି ପ୍ରତିଯୋଗିତା

ବଲାଙ୍ଗୀର,୩୦/୧୦- ଯେତିକି ନଭେମ୍ବର-୧ ପାଖେଇ ଆସୁଛି ସେତିକି ବଲାଙ୍ଗୀର ଦିନ୍‌ ପାଳନ ପ୍ରସ୍ତୁତି ଜମୁଛି । ଲୋକଙ୍କ ଉତ୍ସାହ ମଧ୍ୟ ବଢୁଛି । ଗତକାଲି ଭଳି ଆଜି କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଁ ସମଲେଶ୍ୱରୀ,
Read More...

ବାଘ ଛାଲ ଜବତ, ଜଣେ ଗିରଫ

ଦଶପଲ୍ଲା : ନୟାଗଡ଼ ବନାଞ୍ଚଳର ନୟାଗଡ଼ ସେକ୍ସନ ଅଧିନସ୍ଥ ଚଣ୍ଡିବସ୍ତ ଗ୍ରାମରେ ଜୈନିକ ଶିକାରୀ ବାଘଛାଲ ବେପାର କରୁଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବନବିଭାଗ ଚଣ୍ଡୀବସ୍ତ ଗ୍ରାମର ଶିକାରୀ କୃପାସିନ୍ଧୁ ବିଶ୍ୱାଳକୁ ଗିରଫ କରିଛି । ତେବେ କୃପାସିନ୍ଧୁ ଜଣେ ପେଶାଦାର ଶିକାରୀ ବୋଲି
Read More...

ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବରେ ପ୍ରମୋଦ ସମ୍ବର୍ଦ୍ଧିତ

ଫୁଲବାଣୀ,୩୦/୧୦ :- ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ କନ୍ଧମାଳର ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁରର ଗୌଡ଼ କର୍ଲାଖୁଣ୍ଟା ଠାରେ ଚାରିଦିନ ବ୍ୟାପି
Read More...

ବୌଦ୍ଧରେ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସମାବେଶ

ବୌଦ୍ଧ,୩୦/୧୦- ସ୍ଥାନୀୟ ଟାଉନ୍‌ହଲ୍‌ ଠାରେ ଆଜି ରାଜ୍ୟ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଅତିଥିଭାବେ ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘର ଉପ ସଭାପତି ସତ୍ୟ ନାରୟଣ ପଣ୍ଡା, ଯୁଗ୍ମ ସମ୍ପାଦକ
Read More...

ଗୁଜୁରାଟରେ ଭୁଶୁଡିଲା ଝୁଲା ପୋଲ,ଥିଲେ ୪ଶହ ଲୋକ

ଅହମ୍ମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋରବିରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି | ଆଜି ମଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ(ଝୁଲା ପୋଲ) ଭୁଶୁଡି ପଡିଛି । ଏହି ଘଟଣା ସମୟରେ ବ୍ରିଜ ଉପରେ ଠିଆ ହୋଇଥିବା ଅନେକ ଲୋକ ନଦୀରେ ପଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ
Read More...

ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ସଂଘର କର୍ମକର୍ତ୍ତା ଚୟନ

ଦଶପଲ୍ଲା : - ଡିଜିଟାଲ ମିଡିଆ ସଂଘ ମହାବୀର କ୍ଷେତ୍ର ଦଶପଲ୍ଲାର କର୍ମକର୍ତ୍ତା ଚୟନ ରବିବାର ଦିନ ମହାବୀର ଖୋଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିଜିଟାଲ ମିଡ଼ିଆ ସଂଘର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ୫ଜଣିଆ କର୍ମକର୍ତ୍ତା ଚୟନ କରିଛନ୍ତି ।
Read More...

ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା

ପାଟଣାଗଡ଼ : ପାଟଣାଗଡ଼ ଶାଖା ପକ୍ଷରୁ ପାଟଣାଗଡ଼ ବ୍ଲକ ମନେଇପାଦ ହାଇସ୍କୁଲ ଖେଳ ପଡିଆ ଠାରେ ମୁଣ୍ଡମହୁଲ ଓ ଘୁଚେପାଲି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି
Read More...