Yearly Archives

2022

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍‌ ବଣ୍ଟନ

ଫୁଲବାଣୀ :- ନୀତି ଆୟୋଗ,ବିୱାଇଜେୟୁଏସ ଏବଂ ଜିଲ୍ଲା ପ୍ରଶାସନ କନ୍ଧମାଳଙ୍କ ମିଳିତ ସହଯୋଗରେ ବିୱାଇଜେୟୁ ଏସର କ୍ୟାରିଅର୍‌ ପ୍ଲସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ଫୁଲବାଣୀର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଦ୍ୱାରା ଜିଲ୍ଲାର ମନୋନୀତ ମେଧାବୀ ଛାତ୍ରମାନଙ୍କୁ
Read More...

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ବୌଦ୍ଧ,୨୯ା୧୦ : ଡ. ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅକ୍ଟୋବର ୩୧ ତାରିଖରେ ହେବାକୁଥିବା ଜନ୍ମଦିନ ଉପଲକ୍ଷେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳେ ଏକ ସାଇକେଲ ଶୋଭାଯାତ୍ରା କେନ୍ଦ୍ରୀୟ ବିଦ୍ୟାଳୟରୁ ବାହାରି ସହର
Read More...

ବୌଦ୍ଧଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ

ବୌଦ୍ଧ,୨୯ା୧୦ : ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଆଜି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ଶୋଭାଯାତ୍ରାକୁ ସବୁଜପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ସଚେତନତା
Read More...

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

ବୌଦ୍ଧ,୨୯ା୧୦ : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଲିନିକକୁ ସିଲ୍‌ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଡାଇଗ୍ନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ।
Read More...

ସୁବର୍ଣ୍ଣପୁର ଜିଲ୍ଲା ଯାଦୁଗର ସଂଘ ପକ୍ଷରୁ ୨ଦିନିଆ ସର୍ବଭାରତୀୟ ଯାଦୁଗର ସମ୍ମିଳନୀ

ସୁବର୍ଣ୍ଣପୁର,୨୯/୧୦- ଯାଦୁ ଆଖି ଦେଖେ ହେଲେ ବିଶ୍ୱାସ ହୁଏ ନାହିଁ । କିଭଳି ଏପରି ଅଲୌକିକ ଘଟଣା ଆଖି ସାମ୍ନାରେ ହେଉଛି ମନ ତାର କାରଣ ଖୋଜି ଥାଏ । ଅନେକ ଦିନ ଯାଏଁ ମନରୁ ଯାଦୁଗରଟିଏ ଯାଦୁଗରୀ କୌଶଳରେ ପ୍ରଦର୍ଶିତ କରିଥିବା ଅବିଶ୍ୱାସନୀୟ ଓ ଅଲୌକିକ ଘଟଣା ମନରେ ଉଙ୍କି ମାରେ । ଉତ୍କଣ୍ଠାରେ
Read More...

ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ସୁବର୍ଣ୍ଣପୁର,୨୯/୧୦- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ସୁବର୍ଣ୍ଣପୁର
Read More...

ବୌଦ୍ଧରେ ଜାତୀୟ ପେନସନଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

ବୌଦ୍ଧ,୨୯/୧୦- ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକପ୍ରତିନିଧି ଦଳ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ
Read More...

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍‌ ସହ ୨ ଲକ୍ଷ ଟଙ୍କା ଜୋରିମାନା

ଫୁଲବାଣୀ,୨୯/୧୦:- ଫୁଲବାଣୀ ଫାଷ୍ଟଟ୍ରାକ ପସ୍କୋକୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାରକରି ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ
Read More...

ରାମଚରିତ ମାନସ ନବାହ ପାରାୟଣ ଓ କଳସ ଶୋଭାଯାତ୍ରା

ବୌଦ୍ଧ,୨୯/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ ଦେବଗଡ଼ ଗ୍ରାମରେ ଶ୍ରୀ ରାମଚରିତ ମାନସ ନବାହ ପାରାୟଣ ଲାଗି ଆଜି ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଅର୍ଥାତ ୩୦ ତାରିଖ ରବିବାର ଠାରୁ ନଭେମ୍ବର ୭ତାରିଖ ସୋମବାର ପର୍ଯ୍ୟନ୍ତ ଦେବଗଡ଼ ଗ୍ରାମସ୍ଥିତ
Read More...

ଗଜପତିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ

ପାରଳାଖେମୁଣ୍ଡି,୨୯/୧୦- ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମାଠାରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାକୁ ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଓ ଅତିରିକ୍ତ ଜିଲ୍ଲାପାଳ
Read More...