୫ ଦାଦନ ଶ୍ରମିକ ଉଦ୍ଧାର , ଜଣେ ଦଲାଲ ଗିରଫ
ଖପ୍ରାଖୋଲ : ଖପ୍ରାଖୋଲ ଥାନା ପୁଲିସ ଚଢାଉ କରି ମୋଟର ସାଇକେଲରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ଦଳାଲକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସାନ ଉଡେନ୍ ଗାଁର ଦାଦନ ସର୍ଦ୍ଦାର ଘନଶ୍ୟାମ ଜାଲ । ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ପୁଲିସ ସକାଳେ!-->…
Read More...
Read More...