Yearly Archives

2022

ସୁବର୍ଣ୍ଣପୁରଠାରେ ଚିତ୍ର ଗୁପ୍ତ ପୂଜା ଅନୁଷ୍ଠିତ

ସୁବର୍ଣ୍ଣପୁର : ସହରର ଘୋଡ଼ାଘାଟପଡ଼ାଠାରେ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ପୂର୍ବ ଦିନ ଅପରାହ୍ନରେ ପୁରୁଷ ଓ ମହିଳା ମାନେ ମହାନଦୀରୁ କଲସ ଯାତ୍ରାରେ ବାହାରି ପୂଜା ସ୍ଥଳରେ ପହଞ୍ଚି ଥିଲେ । ଚଳିତ ବର୍ଷ ପୂଜାର କର୍ତ୍ତା
Read More...

ଭାରତ ପାଖରେ ରହିଛି ସମଗ୍ର ବିଶ୍ୱର ନେତୃତ୍ୱ ନେବା କ୍ଷମତା

ସମ୍ବଲପୁର: ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ସଭାକୁ ସମ୍ବୋଧିତ କରି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ପ୍ରୋ ମହାଦେବ ଜୈସୱାଲ କହିଛନ୍ତି ଯେ ସମଗ୍ର ବିଶ୍ୱର ନେତୃତ୍ୱ ନେବା କ୍ଷମତା ଭାରତ ପାଖରେ ରହିଛି । ବ୍ରିଟିଶ ଶାସନାଧୀନ ହେବା
Read More...

ସଡକ ଦୁର୍ଘଟଣାରେ ଆମେରିକାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ପାଠପଢ଼ୁଥିବା ୩ ଜଣ ଭାରତୀୟ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ ନିକଟରେ ଛାତ୍ରମାନେ ଯାଉଥିବା କାରଟି ଆଉ ଗୋଟିଏ ଗାଡ଼ିରେ ପିଟି ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ ଘଟଣାସ୍ଥଳରେ ୨୭
Read More...

ପୂର୍ବତନ ସରପଞ୍ଚଙ୍କ ବ୍ଲକ୍‌ କାର୍ଯ୍ୟାଳୟରେ ଦାଦାଗିରି : ଠିକା କାମକୁ ନେଇ ହାତାହାତି

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କାର୍ଯ୍ୟାଳୟ ଠାରେ ଗୁରୁବାର ଅପରାହ୍ନରେ ଜଣେ ପୂର୍ବତନ ସରପଞ୍ଚଙ୍କ ଦାଦାଗିରି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବେନ୍ଦେର ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେଶ୍ୱର ପ୍ରଧାନ ଅପରାହ୍ଣ ସମୟରେ ଖପ୍ରାଖୋଲ ବ୍ଲକ୍‌ କାର୍ଯ୍ୟାଳୟରେ କିଛି
Read More...

ବର୍ଷାଙ୍କୁ ଅଦାଲତି ଝଟକା, ଘର ଚାବି ହସ୍ତାନ୍ତର ଲାଗି ନିର୍ଦ୍ଦେଶ

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରବାରିକ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବର୍ଷା ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ହୋଇଥିବା ପିଟିସନ ଖାରଜ ଏବଂ ବର୍ଷା କୋର୍ଟରେ ଘର ଛାଡ଼ିବା ପରେ ପାଖରେ ରଖିଥିବା
Read More...

ଜାନୁଆରୀ ୧ରୁ ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର-୨୦୨୩”

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ନୁଆଦିଲ୍ଲୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ, ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ୱର ଆନୁକୁଲ୍ୟରେ ପଏଁରୀ ସୁବର୍ଣ୍ଣପୁର ପକ୍ଷରୁ ଏବଂ ଜିଲ୍ଲା ସଂସ୍କୃତି ପରିଷଦ,
Read More...

ଗୁମ୍ମାବ୍ଳକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ କିପରି
Read More...

ଖପ୍ରାଖୋଲଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ୧୪ଟି କ୍ଲଷ୍ଟରକୁ ନେଇ ଖପ୍ରାଖୋଲ ସରକାରୀ ହାଇସ୍କୁଲଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ ଦେବରାଜ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

୧ ନଭେମ୍ବର ପାଳନ ହେବ ଦିନ ବଲାଙ୍ଗିର ଦିନ୍‌, ସଂସ୍କୃତି,ଐତିହ୍ୟ, ପରମ୍ପରା ଉଜ୍ଜୀବିତ ଲକ୍ଷ୍ୟ

ବଲାଙ୍ଗୀର: ବଲାଙ୍ଗିର ଅମଳା ଭବନଠାରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ସମସ୍ତ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନ, ସାମ୍ବାଦିକ, ରାଜନୈତିକ ଇତ୍ୟାଦି ଅନୁଷ୍ଠାନ
Read More...

ବ୍ୟାପିଛି କିଡନୀ ରୋଗ, ରାଣୀପଥର ଗ୍ରାମରେ ପହଞ୍ଚିଲେ ଡାକ୍ତରୀ ଦଳ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ଶେଷ ସୀମା ଫୁଲବାଣୀଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ ସୀମାନ୍ତରେ ଥିବା ରାଣୀପଥର ଗ୍ରାମରେ ବହୁଦିନ ହେଲା କିଡନୀ ରୋଗ ବ୍ୟାପି ଅନେକ ଲୋକ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୮ଜଣ ପୀଡ଼ିତ ହୋଇ ଚିକିତ୍ସାଧିନ ଅଛନ୍ତି ।
Read More...