Yearly Archives

2022

ସୁରଭି କାର୍ଯ୍ୟକ୍ରମ ନାମରେ ଚାନ୍ଦା ଆଦାୟ ଅଭିଯୋଗ !

ନନ୍ଦାହାଣ୍ଡି : ସୁରଭି କାର୍ଯ୍ୟକ୍ରମ ପାଇଁ ଚାନ୍ଦା ଆଦାୟ ହେଉଥିବା ଭଳି ଏକ ସାଂଘାତିକ ଅଭିଯୋଗ ନନ୍ଦାହାଣ୍ଡି ବ୍ଲକରୁ ଆସୁଛି । ନନ୍ଦାହାଣ୍ଡି ବ୍ଳକରେ ଶିକ୍ଷା ବିଭାଗର ସୁରଭି କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥ ଅନୁଦାନ ଥିବା ସତ୍ତେ୍ୱ୍ୱ ଅଧିକାରୀଙ୍କ ଦ୍ୱାରା ଗତକାଲି ବିଭିନ୍ନ ସ୍କୁଲ
Read More...

ବାଲିଗୁଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା,
ସମସ୍ତେ ମିଳିମିଶି ବିଜୁ ଜନତା ଦଳକୁ ଆଗେଇ ନେବା: ବିଜୟ

ବାଲିଗୁଡ଼ା:ଅକ୍ଟୋବର ଦୁଇ ତାରିଖରେ ରାଜ୍ୟବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ନିକଟସ୍ଥ ବିଜେଡ଼ି
Read More...

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩)କରଞ୍ଜକଟାକୁ କୌଣସି କାମରେ ଆସି ନିଜ ଗ୍ରାମକୁ
Read More...

ବ୍ଲକ ସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ପ୍ରତୀକ୍ଷା

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ ପ୍ରତୀକ୍ଷା । ବଡ଼ଚଣା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ଲେଙ୍କାଙ୍କୁ ଆଞ୍ଚଳିକ ସାଧନକେନ୍ଦ୍ର ଶିଶୁ ସୁରଭି ପ୍ରତିଯୋଗିତାରେ ବ୍ଲକ ସ୍ତରରେ ଅଂଶଗ୍ରହଣ କରିବା ପାଇଁ
Read More...

ଗୁଣିଆ ସନ୍ଦେହରେ ମରଣାନ୍ତକ ଆକ୍ରମଣ, ଗ୍ରାମରେ ଉତ୍ତେଜନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଦୁଇ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତ ଲାଗି ରହିଛି । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ପୋଲସରା,
Read More...

ଚାରିଛକଠାରେ ବ୍ଲକ୍‌ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରଙ୍କ ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ସୁରଭି ୨୦୨୨ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୭ ଟି କ୍ଲଷ୍ଟରର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଦିନ୧୦ ଟା ସମୟରେ
Read More...

ବିସିସିଆଇର ବଡ ଘୋଷଣା, ପୁରୁଷ ଖେଳାଳିଙ୍କ ସହ ସମାନ ମ୍ୟାଚ୍‌ ଫି ପାଇବେ ମହିଳା ଖେଳାଳି

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୨ ରେ ଟିମ୍‌ ଇଣ୍ଡିଆ ସିଡନୀ ଗ୍ରାଉଣ୍ଡରେ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର ୧୨ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍‌ ଖେଳୁଛି । ପୁରୁଷ ବିଶ୍ୱକପ ପରେ ଖୁବ ଶୀଘ୍ର ମହିଳା ବିଶ୍ୱକପ ମଧ୍ୟ ଖେଳାଯିବ । ମହିଳା ବିଶ୍ୱକପ ପୂର୍ବରୁ ବିସିସିଆଇ ମହିଳା ଖେଳାଳିଙ୍କୁ ଏକ ବଡ
Read More...

ଏନୱାଇକେର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲା ସାଲୁଙ୍କି ଡ୍ୟାମ, ଓ ପକାଡାଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା
Read More...

ସମ୍ବଲପୁର ବନଖଣ୍ଡର ସମୀକ୍ଷା ସଭା, ସଂଯୋଗୀକରଣକୁ ଅଧିକ ସୁଦୃଢ କରିବା ଉପରେ ଗୁରୁତ୍ୱ

ସମ୍ବଲପୁର: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ୨୦୨୧-୨୨ ବାର୍ଷିକ ବର୍ଷ ନିମନ୍ତେ ସମୀକ୍ଷା ସଭା ସମ୍ବଲପୁର ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଲନ୍ନୱରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବନ ବିଭାଗୀୟ ସମ୍ମିଳନୀ କକ୍ଷ ଠାରେ ଅବସ୍ଥିତ ହୋଇଯାଇଛି । ଆଜିର ବୈଠକକୁ ଜିଲ୍ଲାପାଳ ଅନନ୍ୟା ଦାସ
Read More...

ସୁନା ଚାଦରରେ ଛାଉଣି ହେଲା କେଦାରନାଥ ଗର୍ଭଗୃହ

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି
Read More...