Yearly Archives

2022

ବିକ୍ରି ହେଉଛି ଛତୁଆ, ଅଙ୍ଗନୱାଡ଼ି ପିଲାଙ୍କୁ ମିଳୁନି !

ଗୋଳାମୁଣ୍ଡା: ରାଜ୍ୟ ସରକାର ଛୋଟ ଛୋଟ ଛୁଆମାନଙ୍କର ଶରୀର ସୁସ୍ଥ ସବଳ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପୁଷ୍ଟିକର ଖାଦ୍ୟ ତଥା ଛତୁଆ, ସୁଜିହଲୱା, ଚିନାବାଦାମ ଲଡୁ, ଭାତ, ଡାଲି, ଅଣ୍ଡା ଆଦି ଛୁଆମାନଙ୍କୁ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇଥାନ୍ତି । କେତେକ
Read More...

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହେଲା ‘ଖାଡଗେ ଯୁଗ’। କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡଗେ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଧରାଇଲେ ଦଳର ମଙ୍ଗ। ଖାଡଗେ ସୋନିଆ ଗାନ୍ଧିଙ୍କ ସ୍ଥାନ ନେଇଛନ୍ତି। କଂଗ୍ରେସ ସଭାପତି ଭାବରେ ଶପଥ ଗ୍ରହଣ
Read More...

ବିକ୍ଷୋଭ ପାଇଁ ପ୍ରସ୍ତୁତ ହେଲେ ପ୍ରାଥମିକ ଶିକ୍ଷକ

ଦଶପଲ୍ଲା : ଦଶପଲା ହରିଡାବାରି ପ୍ରାଥମିକ ବିଦ୍ୟାଳୟଠାରେ ନୂତନ ପେନସନ୍‌ ଭୁକ୍ତ ରେଗୁଲାର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ଦାବିକୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଦାବିଗୁଡିକ ମଧ୍ୟରେ ୬
Read More...

ସରକାରୀ ଛୁଟି ଦିନରେ ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ,ସିଡିପିଓଙ୍କ ସମେତ ଅନେକ ଜନପ୍ରତିନିଧି ଅନୁପସ୍ଥିତ

ଗଞ୍ଜାମ:କୁକୁଡାଖଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଏମଜିଏନଆରଜିଏସ, ଏନଏସଏପି, ଆଇସିଡିଏସ, ମମତା ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଉପରେ ଆଲୋଚନା ହୋଇଥିଲା ।କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ
Read More...

ବାଲୁକା କଳା ମାଧ୍ୟମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୁଭେଚ୍ଛା

ପୁରୀ : ଭାରତୀୟ ବଂଶୋଭବ ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣଭ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏକ ସୁନ୍ଦର ଆଉ ନିଚ୍ଛକ କଳାକୃତି
Read More...

ନୋଟ୍‌ରେ ରଖାଯାଉ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ, ମୋଦିଙ୍କୁ ଚିଠି ଲେଖିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କର ଫଟୋ ରଖିବାକୁ ଦାବି କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଅର୍ଥନୀତିକୁ ସୁଦୃଢ କରିବା ତଥା ଦେଶର ବିକାଶ ପାଇଁ ଭଗବାନ ଏବଂ ଦେବୀଙ୍କ ଆଶୀର୍ବାଦ'ର ଆବଶ୍ୟକତା ଦର୍ଶାଇ ସେ
Read More...

ଧାନ ଜମିକୁ ମିଳୁନାହିଁ ଜଳ,ଚିନ୍ତାରେ ଚାଷୀ

ପାଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମସାଗରରେ ସ୍ୱିଚ ଗେଟରୁ ଜଳ ବାହାରୁ ନଥିବାରୁ ଚାଷୀ ଧାନ ଫସଲକୁ ଜଳ ପାଇ ପାରୁନଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ଏହି ବିଷୟରେ ସହକାରୀ ଯନ୍ତ୍ରୀକୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସ୍ୱିଚ ଗେଟ ମଧ୍ୟରେ
Read More...

ବାଞ୍ଜିପାଲି ଗାଁରେ ଜଙ୍ଗଲୀ ବାରହାଙ୍କ ଦୌରାତ୍ମ, ଧାନ ଫସଲ ନଷ୍ଟ

ଖପ୍ରାଖୋଲ: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର କିନ୍ତୁ ଏଇଠି କଷ୍ଟ ଲବ୍ଧ ସୁନାର ଫସଲକୁ ବଞ୍ଚାଇବାକୁ ଯାଇ ଚାଷୀଙ୍କୁ କରିବାକୁ ପଡୁଛି ଅନେକ କଷ୍ଟ । ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ରୋଗ ପୋକର ଦାଉ ଆଉ ଏବେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଅତିଷ୍ଟ ହେଲେଣି ଚାଷୀ । ଗତ କିଛି
Read More...

ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ

ଫୁଲବାଣୀ : କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା । ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ । ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ । ଦିନ ହୀନ ଗରୀବ ଏବଂ ରୋଗୀଙ୍କ
Read More...

ପଦଯାତ୍ରା ପାଇଁ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ଓଡ଼ିଶାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨୮ ତାରିଖ ଶୁକ୍ରବାର ଦିନ ୧୦ ଘଟିକା ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା
Read More...