ଚାଷୀଙ୍କ ଧାନ ଟଙ୍କା ହଡ଼ପ ଘଟଣା,କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁ ମହାକୁଡ଼ ଗିରଫ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁନାଥ ମହାକୁଡଙ୍କୁ ଗିରଫ କରିଛି ବାଣିଗୋଚ୍ଛା ଥାନା ପୁଲିସ । ଚାଷୀଙ୍କ ଧାନ ଟଙ୍କା ହଡପ ନେଇ ଜୁଲାଇ ୨୮ ତାରିଖରେ ସହକାରୀ ସମବାୟ ନିବନ୍ଧକ (ଏଆରସିଏସ) ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ ।!-->…
Read More...
Read More...