Yearly Archives

2022

ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗ ନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣ୍ଣପୁର : ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ୱ, ଯାହା ସ୍ୱାଭାବିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ ହୋଇଥାଏ । ଉପଯୁକ୍ତ ମାତ୍ରାରେ ଆୟୋଡିନଯୁକ୍ତ ଲୁଣ ସେବନ ହିଁ ଆୟୋଡିନ୍‌ ଅଭାବ ଜନିତ ରୋଗ ନିରାକରଣର ଏକମାତ୍ର ଉପାୟ । ତେଣୁ ହସୁଥିବା
Read More...

ବୌଦ୍ଧ: ୬୩ ତମ ପୋଲିସ ସହିଦ ଦିବସ ପାଳିତ

ବୌଦ୍ଧ,୨୧/୧୦- ଆଜି ପଞ୍ଚମ ଆଇଆରବି ବାଟାଲିଅନ ବଲାସିଙ୍ଗା ପଡିଆଠାରେ ବୌଦ୍ଧ ପୋଲିସ ପକ୍ଷରୁ ୬୩ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ଯୋଗଦେଇ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରି ସହିଦମାନଙ୍କ ସୃୃତିଚାରଣ
Read More...

ଟି-୨୦ ବିଶ୍ୱକପରୁ ବିଦା ହେଲା ୱେଷ୍ଟଇଣ୍ଡିଜ୍‌

ହୋବାର୍ଟ: ଟି-୨୦ ୱାର୍ଲଡ କପ୍‌ ୨୦୨୨ରେ ଏକ ବଡ ଧରଣର ପରିବର୍ତ୍ତନ ଦେଖାଯାଇଛି। ୨ ଥର ଟାଇଟଲ ଜିତିସାରିଥିବା ୱେଷ୍ଟଇଣ୍ଡିଜ୍ ଟିମ୍‌ କ୍ୱାଲିଫାଇଂ ରାଉଣ୍ଡରେ ବାହାରିଯାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ର ଆୟରଲ୍ୟାଣ୍ଡ ବିରୋଧରେ କର ଅବା ମର ମୁକାବିଲାଥିଲା। ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୯
Read More...

ଅବ୍ୟବସ୍ଥା ଘେରରେ ଫୁଫୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ୮ ଟି ଶ୍ରେଣୀକୁ ୩ ଶିକ୍ଷକ

ନନ୍ଦାହାଣ୍ଡି,୨୧/୧୦- ଫୁପୁଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀକୁ ୩ ଶିକ୍ଷକ ପାଠ ପଢାଉଥିବାରୁ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪ ମସିହାରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫୁପୁଗାଁ ଗ୍ରାମରେ ଏକ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ
Read More...

ମଡେଲ ଡିଗ୍ରୀ କଲେଜରେ ଏନଏସଏସର କର୍ମଶାଳା

ନବରଙ୍ଗପୁର,୨୧/୧୦:- ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନାରେ ଯୋଗଦେବା ପାଇଁ ଉତ୍ସାହିତ କରାଯାଇଥିଲା ।
Read More...

୬୩ତମ ପୋଲିସ ସହିଦ ଦିବସ ପାଳିତ

ପୁରୀ : ରିଜର୍ଭ ପୋଲିସ ପଡିଆରେ ପାଳିତ ହୋଇଛି ୬୩ତମ ପୋଲିସ ସହିଦ ଦିବସ । ଏସପି କେ ବିଶାଲ ସିଂ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସେ କହିଲେ ଯେ ସହିଦଙ୍କ ବଳିଦାନ ଆମ ପାଇଁ ପ୍ରେରଣାର ଉତ୍ସ । ପୋଲିସ ଲୋକମାନଙ୍କୁ
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି,୨୧/୧୦- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଲାଗି ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ଭଗତ ମାଝୀ ବୟସ ୩୨ ବର୍ଷ । ବାଇକରେ ବସିଥିବା ଅନ୍ୟଜଣେ ବ୍ୟକ୍ତିଙ୍କ କୌଣସି କ୍ଷତି
Read More...

ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଆଜି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଉପର ସିଆଙ୍ଗ୍‌ ଜିଲ୍ଲାରେ ସେନାର ଗୋଟାଏ ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରତିରକ୍ଷା କର୍ମଚାରୀମାନେ କହିଛନ୍ତି। ଉପର ସିଆଙ୍ଗ୍‌ ଜିଲ୍ଲାସ୍ଥିତ ତୁତିଙ୍ଗ୍‌ ମୁଖ୍ୟାଳୟଠାରୁ ୨୫ କିଲୋମିଟର୍‌
Read More...

ହାଟରେ ବଢୁଛି ଚୋରି, ରାସ୍ତାରୋକ କଲେ ବ୍ୟବସାୟୀ

ଗତସିଂହପୁର : ବାରମ୍ବାର ଚୋରି ଏବଂ ପୋଲିସର ନିଷ୍କ୍ରିୟତାକୁ ନେଇ ଜଗତସିଂହପୁର ହାଟ ବଜାର ଓ ମୁନିସିପାଲିଟି ଅଫିସକୁ ବନ୍ଦ କଲେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ । ଜଗତସିଂହପୁର ବ୍ଲକ ଛକ ହାଟବଜାରରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଛି । ବଜାରରେ ଥିବା ସୋମନାଥ ମନ୍ଦିର ହୁଣ୍ଡୀ
Read More...

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ
Read More...