ସଜନା ଗଛରୁ ପଡ଼ି ଯୁବକ ଗୁରୁତର
ବାଲିଗୁଡ଼ା: ଶାଗ ତୋଳା ହେଲା କାଳ । ସଜନା ଗଛରୁ ପଡ଼ି ଯୁବକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଦିଗିପଡ଼ି ଗ୍ରାମରେ । ଘଟଣା ପ୍ରକାରେ ଆଜି ଅପରାହ୍ନରେ ଦିଗିପଡ଼ି ଗ୍ରାମର ବିଷ୍ଣୁ ମଲ୍ଲିକ ନାମକ ଜଣେ ଯୁବକ ନିଜ ବାଡ଼ିରେ ଥିବା ସଜନା ଗଛରୁ ଶାଗ!-->…
Read More...
Read More...