ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍ପିଏଫ୍ ଦ୍ୱାରା ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ
ଖପ୍ରାଖୋଲ : ଖପ୍ରାଖୋଲ ସ୍ଥାନରେ ଥିବା ୧୮୯ ବାଟାଲିୟନ ସିଆର୍ପିଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍ପିଏଫ୍ କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଟ!-->…
Read More...
Read More...