ହବିଷ୍ୟାଳିଙ୍କ ପାଇଁ ଖୋଲିଲା ୨୪ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର
ପୁରୀ : ପୁରୀରେ ସରକାରଙ୍କ ଦ୍ୱାରା ଥିବା ହବିଷ୍ୟାଳି ଶିବିରରେ ୩ ହଜାର ହବିଷ୍ୟାଳି ରହୁଛନ୍ତି । ତେବେ ହବିଷ୍ୟାଳିମାନେ ବୟସ୍କ ହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରଖିବା, ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଏ ପର୍ଯ୍ୟନ୍ତ!-->…
Read More...
Read More...