କେଦାରନାଥରେ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୭ ମୃତ
କେଦାରନାଥ : ଉତ୍ତରାଖଣ୍ଡରେ ବଡ ଧରଣର ଦୁର୍ଘଟଣା । କେଦାରନାଥ ନିକଟରେ ହେଲିକପ୍ଟର କ୍ରାସ୍ ହୋଇଛି । ତେବେ ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
କୁହାଯାଉଛି କି ଏହି ଘଟଣା, କେଦାରନାଥ ଠାରୁ ୨ କିଲୋମିଟର ଦୂର ଗରୁଡଚଟ୍ଟିରେ ଘଟିଛି ଏହି ଦୁର୍ଘଟଣା ।!-->!-->!-->…
Read More...
Read More...