ଖସିପଡ଼ିଲା ମିଗ ଯୁଦ୍ଧ ବିମାନ
ନୂଆଦିଲ୍ଲୀ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆରେ ଭାରତୀୟ ନେଭିର MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି।
ବିମାନରେ ଯାନ୍ତ୍ରିକ ତ୍ରୁଟି!-->!-->!-->…
Read More...
Read More...