ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା
ଘୁ.ଉଦୟଗିରି:-ଚଳିତ ବର୍ଷ ପୂଜାପର୍ବଣ ପାଇଁ ହେଉଛି ସାରା ସହର ଚଳଚଞ୍ଚଳ । କରୋନା ମହାମାରୀ ଯୋଗୁଁ ବିଗତ ୨ ବର୍ଷ ହେବ ସମାଜରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବନ୍ଦ ଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସାହିର ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିତ ମହାମାୟୀ ମାଁ ଲକ୍ଷ୍ମୀ । ଘୁ. ଉଦୟଗିରି ସହର!-->…
Read More...
Read More...