୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣ ।ମେଣ୍ଟ : ଫୁଲବାଣୀ ବିଜୟୀ
ବୌଦ୍ଧ/ଜହ୍ନ ।ପଙ୍କ,୭/୧୦: ବୌଦ୍ଧଜିଲ୍ଲା ତାଳସରଡ଼ା ଗ୍ରାମପଞ୍ଚ ।ୟତ ଅନ୍ତର୍ଗତ ସଂଗ୍ରାମପୁର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ମ୍ୟାଚ ବେଲପାହାଡ ଓ ଫୁଲବାଣୀ ଦଳ ମଧ୍ୟରେ ହୋଇଥିଲା । ଏଥିରେ ୪-୩ ଗୋଲରେ ଫୁଲବାଣୀ ବିଜୟୀ ହୋଇଥିଲା ।!-->…
Read More...
Read More...