Yearly Archives

2022

ନବରାତ୍ରୀ ଅବସରରେ ମାଁ ସୁରେଶ୍ୱରୀଙ୍କ କାଳୀ ବେଶ

ସୁବର୍ଣ୍ଣପୁର : ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ସୁବର୍ଣ୍ଣପୁର ସହର ତଥା ଅଷ୍ଟଚଣ୍ଡୀଙ୍କ ପୀଠରେ ମାଁ ଦୁର୍ଗାଙ୍କ ସହ ଦଶମହାବିଦ୍ୟାଙ୍କୁ ପୂଜା ଆରାଧନା ଆରମ୍ଭ ହୋଇଯାଇଅଛି ।ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀଦେବୀ ମାତା ସୁରେଶ୍ୱରୀ ଏହି ସମୟରେ ଦଶମହାବିଦ୍ୟା ଅନୁସାରେ ବେଶ ଧାରଣକରି ଶ୍ରଦ୍ଧାଳୁ
Read More...

ଭିଜିଲାନ୍ସ ଜାଲରେ ଗୁଡଭେଲା ବିଡିଓ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଲାଞ୍ଚ ନେବାବେଳେ ଧରାପଡିଲେ ଗୁଡଭେଲା ବିଡିଓ । ସୂଚନା ଅନୁସାରେ ଜଣେ ଠିକାଦାର ଠାରୁ ୧ଲକ୍ଷ ଅଶୀ ହଜାର ଟଙ୍କା ନେବାବେଳେ ବିନୋଦ କୁମାର ନାଏକ OAS-1(Jr) ଧରାପଡିଛନ୍ତି । ପୁରୁଣା ବାକିଆ ବିଲ ଓ ନୂଆକାମ ପାଇଁ ନାଏକ ଦାବୀ କରିଥିଲେ । ଅଧିକ ତଦନ୍ତ ପାଇଁ ୩ଟି
Read More...

ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସାରଙ୍ଗଡ: ଆଜି ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା କନ୍ଧମାଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଡ କୁଇ ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା
Read More...

୧୨ ଦିନ ଅନ୍ଧାରରେ ରହି ବିଜୁଳି ପାଇଁ ହନ୍ତସନ୍ତ୍‌ ଡୁଗୁଡ଼ିପାରି ଗ୍ରାମବାସୀ,ପଞ୍ଚାୟତ କାର୍ଯ୍ୟାଳୟ କଲେ ଘେରାଉ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୦୦୦ ଉଦ୍ଧ୍ୱର୍ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଏଠାକାର ଜନସାଧାରଣ । ସୂଚନା ଅନୁସାରେ ଏହି
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବାଲୁକା କଳା

ପୁରୀ : ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର କ୍ଷୁଦ୍ର କୋଣାର୍କ ମନ୍ଦିର । ଏହି ବାଲୁକା କଳାଟିକୁ ଅତିସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଓଡିଶାର ଐତିହ୍ୟ
Read More...

କୌପନିଧାରୀ ମହିମା ସମାଜର ନୂତନ ପରିଚାଳନା କମିଟି ଗଠିତ

ଜହ୍ନ ।ପଙ୍କ,୨୬/୯: ବୌଦ୍ଧ ବ୍ଳକ ତେଲିବନ୍ଧ ହାଟପଦା ଠାରେ କୌପନିଧାରୀ ମହିମା ସମାଜ ବୌଦ୍ଧର ଏକ ବୈଠକ ଭୀମସେନ କଲତାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୋବିନ୍ଦ ବାବାଙ୍କ ନିକଟରେ ଧୁନି ଲଗାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀ କଲତା ବୌଦ୍ଧ ଜିଲ୍ଲାର ସମସ୍ତ
Read More...

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୭୧ ଅଭିଯୋଗ ଦରଖାସ୍ତ ଗ୍ରହଣ, ତୁରନ୍ତ ସମାଧାନ ହେଲା ୭ ଅଭିଯୋଗ

ସୁବର୍ଣ୍ଣପୁର,୨୬/୯: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ନାହିଁ ଆନ୍ତରିକତା: ପ୍ରତିବନ୍ଧକ ସାଜିଛି ଜଙ୍ଗଲ ଓ ହାତୀ ଚଲାପଥ ରାସ୍ତା

ଦଶପଲ୍ଲା,୨୬/୯: - ଖୋର୍ଦ୍ଧା - ବଲାଙ୍ଗିର ରେଳପଥ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଗତିପଥରେ ଜଙ୍ଗଲ ଜମି ଓ ହାତୀ ଚଲାପଥ ପଡୁଥିବାରୁ ପରିବେଶ ଅନୁମତିରେ ବାଧା ଉପୁଜିଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ୬୮ କିମି ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ( ପିସିସିଏଫ୍‌ ) ଉକ୍ତ
Read More...

ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ତରଫରୁ ବୀମା ଓ ଅନ୍ୟାନ୍ୟ ଦାବିରେ ରେଳରୋକ

ବଲାଙ୍ଗୀର,୨୬/୯- କୃଷିବୀମା ଓ ଅନ୍ୟାନ୍ୟ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ତରଫରୁ ଆଜି ରେଳରୋକ କରାଯାଇଛି । ବଲାଙ୍ଗୀର, ଟିଟିଲାଗଡ ଓ ଲାଠୋର ଷ୍ଟେସନ ଠାରେ ସକାଳ ୮ଟାରୁ ଶହଶହ ଚାଷୀ ରେଳ ଅଟକାଇ ପ୍ରତିବାଦ କରିଛନ୍ତି । ଫଳରେ ରେଳ ଚଳାଚଳରେ ବ୍ୟାଘାତ ହୋଇଛି । ଉପରୋକ୍ତ ଷ୍ଟେସନ
Read More...

ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି

ଖପ୍ରାଖୋଲ,୨୬/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ସୁରେନ୍ଦ୍ର ବନଗୁଲା ସ୍ତ୍ରୀ ଲକ୍ଷ୍ମୀ ଓ ତାଙ୍କର ଚାରୋଟି ପୁଅ-ଝିଅଙ୍କୁ ନେଇ ମହୁରୁଣ୍ଡି ଗ୍ରାମରେ ବସବାସ କରନ୍ତି । ସୂଚନାନୁଯାୟୀ, ସୁରେନ୍ଦ୍ରଙ୍କ ମାଟି ଘରଟି ଭାଙ୍ଗି ଯାଇଥିବାନେଇ ବ୍ଲକ ପ୍ରଶାସନକୁ
Read More...