Yearly Archives

2022

ଜାତୀୟ ସେବା ଯୋଜନା ଦିବସ ପାଳିତ

ନବରଙ୍ଗପୁର,୨୬/୯:- ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଏନଏସଏସର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ୱ ସମ୍ପର୍କରେ ସୂଚନା
Read More...

ରେସନ କାର୍ଡରେ ନାମ ନଥିବାରୁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଅଭିଯୋଗ

ଖପ୍ରାଖୋଲ,୨୬/୯: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଅଧିକାଂଶ ଗ୍ରାମବାସୀ ଦିନ ମଜୁରିଆ କାମ କରି ନିଜ ପରିବାର ପୋଷନ୍ତି । ଏହି ଲୋକମାନଙ୍କ ପୁଅଝିଅଙ୍କ ନାଁ ରାସନକାର୍ଡରେ ଚଢାଯାଇନଥିବାରୁ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
Read More...

ଆସନ୍ତା ୩୦ ରୁ କନ୍ଧମାଳ ମିଡ଼ିଆ ଫୋରମର ଦୁଇଦିନିଆ କର୍ମଶାଳା

ଫୁଲବାଣୀ,୨୬/୯:- କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ଆସନ୍ତା ୩୦ ଓ ୧ ତାରିଖ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଏଥିସହ ସଙ୍ଘର ବାର୍ଷିକ ଉତ୍ସବ ମଧ୍ୟ ମହାଆଡମ୍ବର ସହକାରେ ପାଳନ କରାଯିବ । ଏହି କର୍ମଶାଳାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ
Read More...

ଡଙ୍ଗା ଓଲଟି ୨୪ମୃତ

ନୂଆଦିଲ୍ଲୀ: ରବିବାର ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ି ୨୪ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି । ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରବିବାର
Read More...

ମହାଳୟାରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ : ଆଜି ପବିତ୍ର ମହାଳୟା । ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର
Read More...

“ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ :
ଖଦୀ ପିନ୍ଧ,ଅଣ-ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କର

ନୂଆଦିଲ୍ଲୀ,୨୫/୯: ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆମେ “ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ନେଇ ଅଗ୍ରସର ହେଉଛୁ । ବାସ୍ତବରେ ଏହା ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି । ତେଣୁ,ଆପଣମାନଙ୍କୁ ଅନୁରୋଧ,ଏଥର ଖଦୀ,ହସ୍ତତନ୍ତ ଅଥବା ହସ୍ତଶିଳ୍ପ ସାମଗ୍ରୀ କିଣି ସମସ୍ତ ରେକର୍ଡ
Read More...

ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ୨ ସନ୍ତାନଙ୍କ ସମେତ ଡାକ୍ତରଙ୍କ ମୃତ୍ୟୁ

ତିରୁପତି,୨୫/୯: ଆଜି ପ୍ରତ୍ୟୁଷରେ ତିରୁପତି ଜିଲ୍ଲାର ରେନିଗୁଣ୍ଟା ଥାନା ଅଧୀନରେ ଥିବା ଏକ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି । ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଛି । କାର୍ତ୍ତିକେୟ
Read More...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି :
ଏଆଇଏସ ଅଫିସରଙ୍କୁ ଆଉ ମିଳିବନି ବିଶେଷ ଆର୍ଥିକ ସୁବିଧା

ନୂଆଦିଲ୍ଲୀ,୨୫/୯ : ସର୍ବ ଭାରତୀୟ ସେବା(ଏଆଇଏସ)ଅଧିକାରୀଙ୍କୁ ମିଳୁଥିବା ବିଶେଷ ସୁବିଧା ସଯୋଗ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ,ସେମାନଙ୍କୁ ମିଳୁଥିବା ଅତିରିକ୍ତ ଆର୍ଥିକ ଭତ୍ତା ଓ ଅନ୍ୟ କେତେକ ସୁବିଧା ଆଉ ପ୍ରଦାନ କରାଯିବ ନାହିଁ ।
Read More...

ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ସୁବର୍ଣ୍ଣପୁର ସହର ଚଳଚଞ୍ଚଳ

ସୁବର୍ଣ୍ଣପୁର : ଆଜି ପବିତ୍ର ତିଥି ମହାଳୟା ଉପଲକ୍ଷେ ମନ୍ଦିର ମାଳିନୀ ସହରତଥା ମନ୍ତ୍ର ତନ୍ତ୍ର ଓ ଯନ୍ତ୍ରର ସୁବର୍ଣ୍ଣପୁରସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆଜି ଧବଳମୁଖୀ ବେଶରେ ଇଷ୍ଟ ଦେବୀ ମା' ସୁରେଶ୍ୱରୀ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କୁ ଦର୍ଶନ ଲାଭ ଓ ଆଶୀର୍ବାଦ ଭିକ୍ଷା
Read More...

ଦାରିଙ୍ଗବାଡ଼ିରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ଜାଗରଣ ସଭା

ବାଲିଗୁଡ଼ା: ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟ ପରିଚାଳକ ତଥା ବିଶ୍ୱ ହିନ୍ଦୁ ପରିଷଦ ରକେ କେନ୍ଦ୍ରୀୟ ମାର୍ଗଦର୍ଶନ ମଣ୍ଡଳୀ
Read More...