Yearly Archives

2022

ଟାର୍ଗେଟ କିଲିଂ : ଆଠ ମାସରେ ଗଲାଣି ୨୭ ଜୀବନ

ଶ୍ରୀନଗର: ଆତଙ୍କବାଦୀମାନେ ଶନିବାର ଦିନ ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଖାରପୋରା ରତ୍ନିପୋରାରେ ଦୁଇଜଣ ଶ୍ରମିକଙ୍କୁ ଗୁଳି ମାରିଥିଲେ । ଉଭୟ ଶ୍ରମିକ ବିହାର ବେତିୟା ଅଞ୍ଚଳର ହୋଇଥିବାବେଳେ ଆହତ ଅବସ୍ଥାରେ ଉଭୟକୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି ।
Read More...

ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିକଲେ ଗ୍ରାମବାସୀ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁଣ୍ଡୁରୀସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବ କାରଣରୁ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି । ସୂଚନା ଥାଉକି ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ଚାରିଜଣ ଶିକ୍ଷକ
Read More...

ଉତ୍କଳ ସମ୍ମିଳନୀ ଓଡିଶାର ନବରଙ୍ଗପୁର ଶାଖା ଗଠିତ

ନବରଙ୍ଗପୁର: ଉତ୍କଳ ସମ୍ମିଳନୀ ଓଡ଼ିଶାର ନବରଙ୍ଗପୁର ଶାଖା ଗଠନ ପାଇଁ ଏକ ବୈଠକ ତୃପ୍ତି ଲଜ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଆବାହକ ବୁଲୁ ହୋତା ସଂଗଠନର ଆଭିମୁଖ୍ୟ ଏବଂ କାର୍ଯ୍ୟକାରୀତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଆଭିମୁଖ୍ୟକୁ ତୃଣମୂଳ ସ୍ତରରୁ ଭାଷା ଏବଂ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ମଞ୍ଚ ଗଠିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଦିଲୀପ ପ୍ରଧାନଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସବୁ ବର୍ଗର ଶିକ୍ଷକ ଏକ ହୋଇ ଜିଲ୍ଲାସ୍ତରୀୟ ଶିକ୍ଷକ
Read More...

ପିତୃମାତୃ ହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପ୍ରଶାସନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହଯୋଗରେ ପାରଳାଖେମୁଣ୍ଡି ଜଳ ବିଭାଜିକା ସଭା ଗୃହଠାରେ ମାତୃପିତୃ ହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଓ ଥଇଥାନ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ପରିଚାଳକ ସଦସ୍ୟମାନଙ୍କୁ ନେଇ ଏକ
Read More...

ଏଲ୍‌ଆଇସି ପକ୍ଷରୁ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇଅର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଶନିବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଠାରେ ଏଲ୍‌ଆଇସି ଅଫ୍‌ ଇଣ୍ଡିଆ ତରଫରୁ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇଅର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାରଳାଖେମୁଣ୍ଡି ଏଲ୍‌ଆଇସି ଶାଖାର ଶାଖା ପ୍ରବନ୍ଧକ ଦୀପ୍‌ ନାରାୟଣ ମିତ୍ର, ଡେଭେଲପ୍‌ ମେଣ୍ଟ
Read More...

ପାର୍ବତୀ ଗିରି ଯୋଜନାକୁ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ପାର୍ବତୀ ଗିରି ଯୋଜନାକୁ ନେଇ ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା
Read More...

ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଚୋରି ଉଦ୍ୟମ ପଣ୍ଡ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କଠାରେ ଦୁର୍ବୃତ୍ତଙ୍କ ଚୋରି ଉଦ୍ୟମ ପଣ୍ଡ । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାର ଗେଟର ତାଲା ଭଙ୍ଗା ହେଇଥିବା ଦେଖି କିଛି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଏନେଇ ସୂଚନା ମିଳିବା ପରେ ଖପ୍ରାଖୋଲ ପୋଲିସ
Read More...

କନ୍ଧମାଳରେ ଲଜ୍ଜା : ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଜ୍ଜା । ଆବାସିକ ବିଦ୍ୟାଳୟରେ ପୁଣି ଲାଗିଲା କଳଙ୍କ । ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ବେଲଘର ଥାନା ଅଞ୍ଚଳର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ
Read More...

୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସୋନପୁର- ଡୁଙ୍ଗୁରିପାଲିର ଚାରିଥାକିଆ ରାସ୍ତା

ସୁବର୍ଣ୍ଣପୁର : ସୋନପୁର- ଡୁଙ୍ଗୁରିପାଲିର ଚାରିଥାକିଆ ରାସ୍ତା ନିର୍ମାଣ ହେଲେ ସମଗ୍ର ପଶ୍ଚିମ ଓଡିଶାର ଅର୍ଥନୈତିକ ବିକାଶରେ ସହାୟକ ହେବା ସହ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର, ବିନିକା, ରାମପୁର, ଓ ଡୁଙ୍ଗୁରିପାଲି ରାସ୍ତାର ପ୍ରଶସ୍ତିକରଣ ହେବ । ଏଥି ପାଇଁ ରାଜ୍ୟ ସରକାର ଗତକାଲି ବସିଥିବା
Read More...