ମହୁମାଛି ଆକ୍ରମଣରେ ୪ ଆହତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଉଲ୍ଲେ ଛକରୁ ଚରଦା ଯିବା ରାସ୍ତାର ଚରଦା ଚୌକିଜୋରରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଶଙ୍କରା ଗ୍ରାମର ରମେଶ ବାଘ, ବାସୁଦେବ ପଧାନ, ଶୁଭାଜ୍ୟୋତି ପଣ୍ଡା, ଏବଂ ଚରଦାର ମହେନ୍ଦ୍ର ଥନାପତି!-->…
Read More...
Read More...