Yearly Archives

2022

ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ ବ‌ୋଲି ଆଜି କଂଗ୍ରେସ ପାର୍ଟି ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଏହି ନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ସମୟ
Read More...

ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ

ସୁବର୍ଣ୍ଣପୁର : ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଳା ଯୋଗାଣ ବିଭାଗ ଦ୍ୱାରା ତତ୍ତ୍ୱାବଧାରକ ମନୋଜ କୁମାର ସାହୁଙ୍କ ଖମ୍ବେଶ୍ୱରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉରେ ସମ୍ପୃକ୍ତ
Read More...

କାଳୀ ମନ୍ଦିରରୁ ଚୋରି

ସୁବର୍ଣ୍ଣପୁର : ସହରର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା ମା କାଳୀଙ୍କ ନୂତନ ମନ୍ଦିରରୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ପରିସରରେ ଥିବା ଲୁହା ଆଲମାରୀ ଓ ଦାନ ବାକ୍ସ ଭାଙ୍ଗି ୪ହଜାର ଟଙ୍କା, ଧାରୁଆ ଅସ୍ତ୍ର, କିଛି ଶାଢୀ ଲୁଗା, ଘଣ୍ଟ, ଘଣ୍ଟି, ଓ ପୂଜା ସାମଗ୍ରୀ ଚୋରି କରି
Read More...

ରାଜ୍ୟସଭା ସାଂସଦ ବ୍ଲକ ପ୍ରତିନିଧି ହେଲେ ରୂପେଶ ଅଗ୍ରୱାଲ

ଖପ୍ରାଖୋଲ,୨୨/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପ୍ରତିନିଧି ଭାବେ ରୁପେଶ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ବ୍ଲକ କାର୍ଯ୍ୟାଳୟକୁ ନୂତନ ଭାବେ ମନୋନୀତ ରାଜ୍ୟସଭା ସାଂସଦ ପ୍ରତିନିଧି ଶ୍ରୀ ଅଗ୍ରୱାଲ ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କୁ
Read More...

ସ୍ୱଚ୍ଛତା ରଥର ଜିଲ୍ଲା ପରିକ୍ରମା

ପୁରୀ : ସ୍ୱଚ୍ଛତା ସମସ୍ତଙ୍କ ପାଇଁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ହିଁ ସେବା । ଏହାକୁ ବ୍ୟକ୍ତିଗତ,ଗୋଷ୍ଠୀ ଗତ ଓ ସାମୂହିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପୁରୀ ଜିଲ୍ଲାର ୨ ଗୋଟି ସ୍ୱଚ୍ଛତା ରଥକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ
Read More...

ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ : ଶାରଦୀୟ ଦୁର୍ଗାପୂଜାରେ ଗୋଷାଣୀ ଦେବୀଙ୍କୁ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଗୋଷାଣୀଙ୍କର ବିଶାଳ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀମାନେ । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଥିବା
Read More...

୧ରୁ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା : ଯୋଗ ଦେବେ ୩୦୦ ପ୍ରତିଯୋଗିତା

ଖପ୍ରାଖୋଲ : ଓଡିଶା ଆରଚେରୀ ସଂଘ ପକ୍ଷରୁ ୨୩ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଖପ୍ରାଖୋଲଠାରେ ଅନୁଷ୍ଠିତ ହେବ । ଅକ୍ଟୋବର ୧ ରୁ ୪ ପର୍ଯ୍ୟନ୍ତ ଚାରିଦିନ ଧରି ଖପ୍ରାଖୋଲ ନୋଡାଲ ହାଇସ୍କୁଲ ନୂତନ ଖେଳ ପଡିଆରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଖପ୍ରାଖୋଲ ପରି ଅନୁନ୍ନତ ଅଞ୍ଚଳରେ
Read More...

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଦୀକ୍ଷାନ୍ତ କାର୍ଯ୍ୟକ୍ରମ

ଗଞ୍ଜାମ/ବ୍ରହ୍ମପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ପୁଟବଗଡ ଗ୍ରାମଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ନାଟ୍ୟ କ୍ଷେତ୍ରରେ ଗୁରୁ -ଶିଷ୍ୟ ପରମ୍ପରାର
Read More...

ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରାଜ୍ୟ ସ୍ତରରେ ପୁରସ୍କୃତ

ବାଲିଗୁଡା: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦର୍ଶ ବିଦ୍ୟାଳୟର ଜୁନିୟର ବର୍ଗର ସାଂସ୍କୃତିକ ନୃତ୍ୟ ପ୍ରତିଯୋଗୀ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛନ୍ତି । ଏହା ସହ ବାଗ୍ମମିତା
Read More...

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ, ଯାତାୟାତ ଠପ୍‌

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଆସି ରାସ୍ତା କ୍ଷତିଗ୍ରସ୍ତ ହେବାର ଦେଖିବାକୁ ମିଳିଛି । ଜିଲ୍ଲାର ଦାରିଙ୍ଗବାଡ଼ି ନିକଟସ୍ଥ ଗାଜରବାଡ଼ି ଘାଟିର ତିନି ନମ୍ବର ବୁଲାଣି ରାସ୍ତାରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।
Read More...