Yearly Archives

2022

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ : ଭୂ-ଅର୍ଜନ ଅଧିକାରୀଙ୍କ ଖାମଖିଆଲ୍‌ ମନୋବୃତ୍ତି ଯୋଗୁଁ ହେଉନି ଜମିର ଉପଯୁକ୍ତ…

ଦଶପଲ୍ଲା : ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅହେତୁକ ତତ୍ପରତା ପ୍ରକାଶ ପାଉଥିବା ବେଳେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ
Read More...

ଟ୍ରକ୍‌ ଧକ୍କାରେ ବାପପୁଅ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବାପା ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟ ଗୁରୁତରଙ୍କୁ ବୁର୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ
Read More...

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

ନବରଙ୍ଗପୁର: ନବରଙ୍ଗପୁର କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି କଲେଜ ପରିସର ମଧ୍ୟରେ ଏକ ନୂତନ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି । ଆଜି ଅପରାହ୍ନରେ କଲେଜ ଗଭର୍ଣ୍ଣିଂ ବଡ଼ି ପ୍ରେସିଡେଣ୍ଟ ତଥା ଏଡିଏମ ଭାସ୍କର
Read More...

ବନ୍ଦରରୁ ୧୭୨୫ କୋଟିର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୨୧/୯ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ମୁମ୍ବାଇର ନାଭା ଶେଭା ବନ୍ଦରରେ ବିପୁଳ ପରିମାଣର ଡ୍ରଗ୍ସ (ହେରୋଇନ୍‌)ଜବତ କରିଛି । ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା । ଏକ କଣ୍ଟେନରୁ ଜବତ କରାଯାଇଥିଲା ଏହି ହେରୋଇନ୍‌ । ଭାରତରେ ବଡ ଧରଣର ଡ୍ରଗ୍ସ କାରବାର
Read More...

“ସ୍ନେହ’ ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତ ସଭା ଗୃହରେ ସ୍ୱେଚ୍ଛାସେବୀ ସଂଗଠନ "ସ୍ନେହ' ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ୨୦୦୯ ଠାରୁ ଶାନ୍ତି ସଦଭାବନା ରକ୍ଷା କରିବା ଉଦେଶ୍ୟରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ
Read More...

ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ହେଲେ ରତନ ଟାଟା

ନୂଆଦିଲ୍ଲୀ: ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ନିଯୁକ୍ତ କରାଯାଇଛି । ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କେଟି ଥୋମାସ୍‌, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନୀତ ହୋଇଥିବା ବେଳେ ସେଥିରେ ଏବେ ଟାଟା
Read More...

ବାଲୁକା କଳା ମଧ୍ୟମରେ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସମସ୍ତଙ୍କ ପ୍ରିୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ସାରା ଭାରତ ବାସୀ ଦୁଃଖିତ । ତାଙ୍କ ନିଧନରେ ତାଙ୍କୁ ବାଲୁକା
Read More...

ବଣ୍ଡଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ କାର୍ଯ୍ୟକ୍ରମ

କ.ନୂଆଗାଁ/ଘୁ ଉଦୟଗିରୀ:ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ମଦରସାହି ସାଧନ କେନ୍ଦ୍ର ତରଫରୁ ବଣ୍ଡଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦିନିକିଆ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ପାଞ୍ଚଟି ଶିକ୍ଷଣ କାର୍ଯ୍ୟକ୍ରମ
Read More...

ବାଲ୍ୟ ବିବାହ ସଚେତନତା କର୍ମଶାଳା ଅନୁଷ୍ଠିତ

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ଅଂଚଳରରେ ବାଲ୍ୟବିବାହ ନିରୋଧ ଓ ନିରାକରଣ ଉପରେ ଏକ କିଶୋରୀ ବାଳିକା କର୍ମଶାଳା ଦଶପଲ୍ଲାର ସାଇ ଗେଷ୍ଟହାଉସ୍‌ ହଲ୍‌ରେ ଦିଲ୍ଲୀସ୍ଥିତ ଇଉସେଡ୍‌ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗ୍ରାମାଞ୍ଚଳର କିଛି କିଶୋର କିଶୋରୀ ମାନଙ୍କୁ ନେଇ ଏକ ତାଲିମ୍‌
Read More...

କେନ୍ଦ୍ରୀୟ ସଂଚାର ବ୍ୟୁରୋ ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

ଫୁଲବାଣୀ :-ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷତ୍ରୀୟ କାର୍ଯ୍ୟାଳୟ ଫୁଲବାଣୀ ପକ୍ଷରୁ ଆଜି " ହିନ୍ଦୀ ପକ୍ଷ-୨୦୨୨' କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସାହୁ, ଚିଫ ମ୍ୟାନେଜର,
Read More...