Yearly Archives

2022

କାନ୍ଥ ଭୁଶୁଡ଼ି ୪ ମୃତ, ୯ ଆହତ

ନୋଇଡ଼ା: ମଙ୍ଗଳବାର ସକାଳେ ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ‌ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି
Read More...

ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ସମ୍ମୁଖ ନିକଟସ୍ଥ ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ । ସରକାରୀ ଖାତାରେ ରହିଥିବା ଏହି ଧର୍ମଶାଳାର ଜାଗା ଓ ଘରକୁ ନିଜ ଦଖଲକୁ ନେଇଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦଖଲ କରାଯାଇଥିବା ସୂଚନା । ପରବର୍ତ୍ତୀ ସମୟରେ
Read More...

ରାସ୍ତାରେ ଭାସୁଛି ଅପରିଷ୍କାର ଜଳ, ନିଦା ବିଷ୍ଣୁ ସାଜିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୀର୍ଘ ଦିନ ହେଲା ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ । ରାସ୍ତା ପ୍ରଶସ୍ତିକରଣ ଓ ଜବରଦଖଲ ଉଚ୍ଛେଦ ନାରେ ଦୀର୍ଘ ଦିନ ହେଲା ନା ରାସ୍ତା କାମ ପରିସମାପ୍ତି ହେଉଛି ନା ଡ୍ରେନେଜ ବ୍ୟବସ୍ଥା ପରି
Read More...

ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ପଞ୍ଚାୟତର ବିମାନାପୁର ଓ ନିଧିଗୁଡ଼ି ଗ୍ରାମରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପଶୁ ଚିକିତ୍ସା ଶିବିର ଭ୍ରାମ୍ୟମାଣ ପଶୁ ଚିକିତ୍ସା ଗାଡି ପହଞ୍ଚି ଗ୍ରାମରେ ପଶୁ ଚିକିତ୍ସା କରିବା ସହ ଔଷଧ ବଣ୍ଟନ
Read More...

ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ଗ୍ରାମ ପଞ୍ଚାୟତଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଗ୍ରାମ୍ୟ
Read More...

ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର

ପୁରୀ : ଟାଉନଥାନା ପକ୍ଷରୁ ଆମ ପୁଲିସ ବୈଠକ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଏସପି ଡକ୍ଟର କେ ବିଶାଲ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିବିରରେ ଶତାଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନେ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ
Read More...

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଦୁଇଟି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଲିଗୁଡ଼ା: ରାଜ୍ୟରେ ଲାଗିରହିଛି ଲଘୁଚାପଜନିତ ବର୍ଷା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୃର୍ତ୍ତମଗଡ଼ ଠାରୁ
Read More...

ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳିନଥିବାରୁ ଅସନ୍ତୋଷ : ବନକର୍ମଚାରୀଙ୍କୁ ଆଠ ଘଣ୍ଟା ଅଟକ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଧେନମାଲ ଗ୍ରାମରେ ବନକର୍ମଚାରୀଙ୍କୁ ଦୀର୍ଘ ୮ ରୁ ୧୦ ଘଣ୍ଟା ଧରି ଅଟକ ରଖିଥିଲେ । ସୂଚନା ଅନୁୟାୟୀ, ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୋଲାଗଡ଼ ଗ୍ରାମରେ ବନବିଭାଗ ତରଫରୁ ମନରେଗା ଯୋଜନାରେ କାମ ହୋଇଥିଲା । ଉକ୍ତ
Read More...

ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ ; ଜାତୀୟ ରାଜପଥ ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ, ଯାତାୟତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ । ଲଗାଣ ବର୍ଷାରେ ଉବୁଟୁବୁ ବାଲିଗୁଡ଼ା ସହର । କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ରାସ୍ତାରେ ଥିବା ଦୁଇ ପାର୍ଶ୍ୱରେ ଥିବା ପୋଖରୀ ଜଳମଗ୍ନ ହୋଇ ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର
Read More...

କବିତା ଚାୱଲା କେବିସି-୧୪ର ପ୍ରଥମ କୋଟିପତି

କୋହ୍ଲାପୁର,୧୯/୯: ଲୋକପ୍ରିୟ ଟିଭି ସୋ ‘କୌନ ବନେଗା କରୋଡପତି’ ସିଜିନ-୧୪ର କୋରୋଡପତି ହୋଇଛନ୍ତି କୋହ୍ଲାପୁରର କବିତା ଚାୱଲା । ୪୫ ବର୍ଷ ବୟସ୍କା କବିତାଙ୍କ ଶିକ୍ଷାଗତ ଯୋଗ୍ୟତା ଜମାରୁ ଦ୍ୱାଦଶ ପାସ୍‌ । ୨୦୦୦ ମସିହାରେ ଜେବେ ଟେଲିଭିଜନରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା କବିତା
Read More...