Yearly Archives

2022

ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

ପୁରୀ : ପୁରୀ ସମୁଦ୍ର ବେଳାଭୂମି କୁ ସାମୁହିକ ସଫେଇ କରାଯାଇ ଆନ୍ତର୍ଜାତୀୟ ବେଳାଭୂମି ଦିବସ ପାଳନ କରାଯାଇଛି । ଜିଲ୍ଲା ପ୍ରଶାସନ, ୬ ବାଟାଲିୟନ, ପୁରୀ ପୌରପାଳିକା,ଏନସିସି କ୍ୟାଡେଟ, ବ୍ୟବସାୟୀ, ହୋଟେଲ ସଂଘର କର୍ମକମର୍ତ୍ତା, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି ସଫେଇ
Read More...

କଳିଙ୍ଗା ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ ଉଦୟଗିରି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରେ ଅବସ୍ଥିତ ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ପଣ୍ଡା ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ
Read More...

ଅଳ୍ପକେ ବର୍ତ୍ତିଲା ଗୁଡ଼ ବୋଝେଇ ଟ୍ରକ

ଘୁ ଉଦୟଗିରି: ସ୍ଥାନୀୟ କଳିଙ୍ଗା ଘାଟିରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ଗୁଡ଼ ବୋଝେଇ ଟ୍ରକ । ସୂଚନା ଅନୁସାରେ ଓଡି ୦୨ବିଜେ ୭୬୩୧ ନମ୍ୱର୍‌ ଏକ ଆଇଚର ଟ୍ରକ ନବରଙ୍ଗପୁରଠାରୁ ବ୍ରହ୍ମପୁର ଗୁଡ଼ ନେଇ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଗାଡ଼ିର ଡ୍ରମ ଜାମ୍‌
Read More...

ପୁରୁଣାକଟକ ଠାରେ ମା’ ଭୈରବୀଙ୍କ ଷୋଳପୂଜା ଆରମ୍ଭ

ହରଭଙ୍ଗା: ପୁରୁଣା କଟକ ସ୍ଥିତ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳପୂଜା ।ଶନିବାର ମାଙ୍କ ପାଟଖଣ୍ଡା ଓ ବିଜୟ ପ୍ରତୀମାକୁ ନେଇ ପୁରୁଣା କଟକ ସହର ପରିକ୍ରମା କରାଯାଇଥିଲା । ଅଞ୍ଚଳର ଶହଶହ ଭକ୍ତଙ୍କ ଗହଣରେ ଢୋଲ, ନିଶାନ, ମହୁରୀ, ଘଣ୍ଟଘଣ୍ଟି,
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭାଜପା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ସମ୍ବଲପୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା କେନ୍ଦ୍ର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟତଃ ପାର୍ଟିର କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ରକ୍ତଦାନ କରିଥିଲେ । ସମ୍ବଲପୁର ଜିଲ୍ଲା ସଦର
Read More...

ପରିବର୍ତ୍ତନ ସୁବର୍ଣ୍ଣପୁର ପକ୍ଷରୁ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳିତ

ସୁବର୍ଣ୍ଣପୁର : ସାମାଜିକ ଅନୁଷ୍ଠାନ "ପରିବର୍ତ୍ତନ' ପକ୍ଷରୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ସରସ୍ୱତୀ ଶିଶୁମନ୍ଦିର ଠାରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ ଅନେକ ହର୍ଷଉଲ୍ଲାସରେ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନ ଆଚାର୍ଯ୍ୟ ଗୋପୀନାଥ
Read More...

ଓଡିଶା ଡ୍ରାଇଭର ମହାସଂଘ ଖପ୍ରାଖୋଲ ତରଫରୁ ବିଶ୍ୱକର୍ମା ପୂଜା ପାଳିତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଓଡିଶା ଡ୍ରାଇଭର ମହାସଂଘ ଖପ୍ରାଖୋଲ ତରଫରୁ ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଡ୍ରାଇଭର ମହାସଂଘ ଖପ୍ରାଖୋଲର ସାମୁହିକ ବିଶ୍ୱକର୍ମା ପୂଜାର୍ଚ୍ଚନାରେ ସଂଘ ତରଫରୁ ପୂଜା କର୍ତ୍ତା ଭାବରେ ସାମନ୍ତ ସାହୁ ଓ
Read More...

ଫୁଲବାଣୀ ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାଣର ଅଧିଷ୍ଠିତ ଦେବତା ବିଶ୍ୱକର୍ମାଙ୍କର ପୂଜା ପୂଜା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ରାଜ ମିସ୍ତ୍ରୀ ସଙ୍ଘ ତରଫରୁ ଆନନ୍ଦବଜାରରେ ସଭାପତି ଅନିରୁଦ୍ଧ ବେହେରା, ସମ୍ପାଦକ କିଚକ ନାୟକ, ଉପସଭାପତି ଶାନ୍ତନୁ
Read More...

ଦୁର୍ଗାପୂଜା ଲାଗି ଶୁଭ ଖୁଣ୍ଟି ସ୍ଥାପନ

ଫୁଲବାଣୀ: ପ୍ରତି ବର୍ଷ ପରି ଚଳିତ ବର୍ଷ ଫୁଲବାଣୀ ସହରର ଭବାନୀ ମାର୍କେଟ ପକ୍ଷରୁ ଆସନ୍ତା ଦୁର୍ଗାପୂଜା ଲାଗି ଶନିବାର ସଂକ୍ରାନ୍ତି ଦିନ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଦୁର୍ଗାପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ ଜାକଜକମରେ ହେବ ସେଥିପାଇଁ ମାର୍କେଟ କମିଟି ପକ୍ଷରୁ ସଭାପତି ଲଳିତ
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସାଂସଦ, ସମସ୍ୟା ସମାଧାନର ଦେଲେ ପ୍ରତିଶ୍ରୁତି

ଖପ୍ରାଖୋଲ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ଗସ୍ତ ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ ଡୋର ଓ ଆଉଟ୍‌ ଡୋର ବୁଲି ଦେଖିବା ସହ ରୋଗୀଙ୍କୁ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଡାକ୍ତରଖାନା ସଫା ସୁତୁରା ଦେଖି ଖୁସି ବ୍ୟକ୍ତ
Read More...