Yearly Archives

2022

ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ,୧୭/୯- ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ପାଟଣାଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ରା ପଞ୍ଚମୁଖୀ ହନୁମାନ
Read More...

ବୌଦ୍ଧ: ସେବା ପକ୍ଷର ପ୍ରଥମଦିନରେ ରକ୍ତଦାନ ଶିବିର

ବୌଦ୍ଧ,୧୭/୯- ଆଜି ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନରେନ୍ଦ୍ର ମୋଦୀଜିଙ୍କ ୭୨ ତମ ଜନ୍ମତିଥି ପାଳନ ଅବସରରେ "ସେବା ପକ୍ଷ’ର ପ୍ରଥମ ଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଅଭୟ କୁମାର ଦାସ ଉଦଘାଟନ
Read More...

ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ସମ୍ମିଳନୀ

ପାରଳାଖେମୁଣ୍ଡି,୧୭/୯- ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡିସ୍ଥିତ ଟାଉନ୍‌ହଲ ଠାରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ତଥା ଗଜପତି
Read More...

ଗଜପତି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍‌ କୋର୍ଟ

ପାରଳାଖେମୁଣ୍ଡି,୧୭/୯- ଆଜିଠାରୁ ରାଜ୍ୟରେ ୩୦ଟି ଜିଲ୍ଲାରେ ପେପରଲେସ୍‌ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ ଜିଲ୍ଲା ଭିଡିଓ କନଫରେନସିରେ ଜଡିତ ହୋଇଥିଲେ । ସମସ୍ତ
Read More...

ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଲତ ଉଦଘାଟିତ

ଫୁଲବାଣୀ,୧୭/୯ : ଭାରତର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତି, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏବଂ ଅନ୍ୟ ମାନ୍ୟବର ବିଚାର ପତିମାନଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ଫୁଲବାଣୀସ୍ଥିତ ଜିଲ୍ଲା କୋର୍ଟ
Read More...

ଭାରତ ଏସସିଓର ନୂଆ ସଭାପତି

ସମରକନ୍ଦ : ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନର ସଭାପତି ପଦ ଗ୍ରହଣ କରିବ । ଏହା ସହିତ ଆସନ୍ତା ବର୍ଷ ଭାରତ ଏହି ସଂଗଠନର ସମ୍ମିଳନୀ ଆୟୋଜନ କରିବ । ଏ ନେଇ ଚୀନ ଭାରତକୁ ସମର୍ଥନ କରିଛି । ଏହା ସହିତ ନୂଆ ସଭାପତି ଭାରତକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍‌ ଅଭିନନ୍ଦନ ଜଣାଇଛନ୍ତି ।
Read More...

ନୂଆ ଲିଷ୍ଟିଂ ବ୍ୟବସ୍ଥାକୁ ଲାଗୁ କରି ଆମେ ରିସ୍କ ନେଇଛୁ : ସିଜେଆଇ

ନୂଆଦିଲ୍ଲୀ,୧୬/୯ : ଯେ କୌଣସି ସମସ୍ୟାର ସମାଧାନ ପାଇଁ ଭଲ ରଣନୀତି ଓ ସହଯୋଗ ସବୁଠୁ ବଡ଼ ଜରୁରୀ । ଏହା ନିହାତି ଆବଶ୍ୟକ । ଏହି ସହଯୋଗ ଯୋଗୁ ହିଁ ଏବେ ମାମଲା ସଂଖ୍ୟା କମିବା ଆରମ୍ଭ କରିଛି । ଏଥିପାଇଁ ମୁଁ ବିଚାରପତି,କୋର୍ଟ କର୍ମଚାରୀ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏକ
Read More...

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ;୧୨ମୃତ

ଲକ୍ଷେ୍ନø,୧୬/୯ : ଉତ୍ତର ପ୍ରଦେଶରେ ଆଜି ଘଟିଛି ଏକ ଅତି ଦୁଃଖଦ ଘଟଣା । ଲଗାଣ ଓ ମୂଷଳଧାରାରେ ବର୍ଷାରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି । ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ
Read More...

ଏସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ :
ଭାରତ ହେବ ବିଶ୍ୱର ସର୍ବବୃହତ ଉତ୍ପାଦନ ହବ

ନୂଆଦିଲ୍ଲୀ,୧୬/୯ : ପାରସ୍ପରିକ ସହଯୋଗ ଯେତେ ବ୍ୟାପକ,ସୁଦୃଢ ଓ ସକରାତ୍ମକ ହେବ,ସଂପର୍କ ସେତିକି ଉନ୍ନତ ହେବ ଏବଂ ବିକାଶ ସମୃଦ୍ଧ ହେବ । ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେଉ ବୋଲି ଭାରତ ଚାହେଁ ।
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜବରଦଖଲ ଉଚ୍ଛେଦ ଘଟଣା, ଥାନାରେ ଏତଲା ଦେଲେ କ୍ଷତିଗ୍ରସ୍ତ ପରିବାର

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିରେ ଗୃହ କାମ ନିର୍ମାଣ ବେଳେ ଗତକାଲି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସନ୍ନ୍ୟାସୀ ଦିଗାଲ ନାମକ ବ୍ୟକ୍ତି ବହୁବର୍ଷ ଧରି ସେଠାରେ ଆଜବେଷ୍ଟସ ଘେରା ଘର କରି
Read More...