ରୋଟାରୀ କ୍ଲବର ରକ୍ତଦାନ ଶିବିର
ପୁରୀ : ରୋଟାରୀ କ୍ଲବ ପୁରୀ ଓ ଇନର ହୁଇଲ କ୍ଲବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ରୋଟାରୀ କମ୍ୟୁନିଟ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ଶିବିରରେ ୫୦ ୟୁନିଟରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତାମାନେ ଅତ୍ୟନ୍ତ ଆଗ୍ରହର ସହ ରକ୍ତ ଦାନ କରିଥିଲେ ।!-->…
Read More...
Read More...