ଆଠ ବର୍ଷ ପରେ ଫେରିଲା ପୁଅ, ଗାଁରେ ଖୁସିର ଲହରୀ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳର ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ ବାପା ମାଆ ଫେରି ପାଇଥିବାରୁ!-->…
Read More...
Read More...