Yearly Archives

2022

ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଜମିବାଡିକୁ କେନ୍ଦ୍ର କରି ରାଜଧାନୀରେ ଦିନ ଦ୍ୱିପ୍ରହରରେ ହଣାକଟା । ରସୁଲଗଡ଼ ଛକରେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଫଳରେ ବିମ୍ବାଧର ଜେନା ନାମକ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ
Read More...

ନାତୁଣୀର ହଲଦୀ ସଂଗୀତରେ ନାଚୁଥିଲେ ଜେଜେମାଆ, ଚାଲିଗଲା ଜୀବନ

ଭୋପାଳ : ଆଜିକାଲି ବିବାହ ସମାରୋହ କିମ୍ବା ଇଭେଣ୍ଟରେ ନୃତ୍ୟ ସମୟରେ ହୃଦଘାତ ହେତୁ ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ସେଓନିର ବାନ୍ଦୋଲ ପୋଲିସ ଷ୍ଟେସନ ଅଧୀନରେ ଥିବା ବଖରୀ ଗ୍ରାମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବୃଦ୍ଧ ମହିଳା ନାତୁଣୀଙ୍କ
Read More...

ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଳା ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନର ଯାଞ୍ଚ ତଥା
Read More...

ଖପ୍ରାଖୋଲରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ୍‌ : ନାଚଗୀତରେ ଝୁମିଲେ ଦର୍ଶକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ସଦର ମହକୁମାଠାରେ ଦ୍ୱିତୀୟ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆୟୋଜକ କମିଟି ଓ ଗ୍ରାମବାସୀଙ୍କ ଦ୍ୱାରା ଇଷ୍ଟଦେବୀ ମାଁ ଡୁମେରତଲିଏନଙ୍କ ଠାରେ ପୂଜାପାଠ ସହ ମଶାଲ ଶୋଭାଯାତ୍ରାରେ କଂସ ଦରବାର ମଞ୍ଚରେ
Read More...

ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କ ସ୍ୱତନ୍ତ୍ର ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲି ଭୋଗ
Read More...

ବାଂଲାଦେଶ ୧୫୦ରେ ଅଲଆଉଟ, ତୃତୀୟ ଦିନ ଲଞ୍ଚ ସୁଦ୍ଧା ଭାରତ ୩୬/୦

ଢାକା : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୩୬ ରନ୍‌ ସଂଗ୍ରହ କରିଛି । କ୍ୟାପଟେନ କେ.ଏଲ୍‌ ରାହୁଲ ଏବଂ ଶୁବମାନ ଗିଲ ବର୍ତ୍ତମାନ କ୍ରିଜରେ ଅଛନ୍ତି ।ଏହାପୂର୍ବରୁ ଚାଟୋଗ୍ରାମରେ ଖେଳାଯାଉଥିବା ଏହି
Read More...

ବେଗୁନିଆ ତହସିଲଦାର ଗିରଫ

ଭୁବନେଶ୍ୱର: ତହସିଲଦାରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଲାଞ୍ଚ ନେବା ଅଭିଯୋଗରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।ଦୁଇ ଦିନ ତଳେ ଅର୍ଥାତ ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ସ୍ଥିତ ବାସଭବନରେ ଲାଞ୍ଚ ନେଉଥିବା ବେଳେ
Read More...

ଓଡିଶାରେ ବଢୁଛି ମୁଣ୍ଡ ପିଛା ରୁଣର ପରିମାଣ

ନୂଆଦିଲ୍ଲୀ : ଓଡ଼ିଶାରେ ବଢୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । ଓଡିଶାର ରୁଣ ସହ ବକେୟା ଦେୟ ପରିମାଣ ୧କୋଟି ୪୩ଲକ୍ଷ କୋଟି ଟଙ୍କାରେ ପହଁଚିଛି । କେଉଁ
Read More...

ଭାରତରେ ପହଂଚିଲା ୩୬ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଭିତରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଉଥିବା ରାଫେଲ ଯୁଦ୍ଧବିମାନର ଶେଷ ପର୍ଯ୍ୟାୟ ଭାରତରେ ପହଂଚି ସାରିଛି । ଏହି କ୍ରମରେ ଆଜି ଫ୍ରାନ୍ସ ଦ୍ୱାରା ନିର୍ମିତ
Read More...

ଚୀନକୁ ଚେତାଇଦେବା ପାଇଁ ବଳିଷ୍ଠ ପଦକ୍ଷେପ :
ସୀମାରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ତୱାଙ୍ଗ ସଂଘର୍ଷ ଘଟଣା ପରଠୁ ଭାରତ ଆଉ କୌଣସି କଥାକୁ ହାଲକାଭାବେ ନେଉନାହିଁ । କାରଣ ଚୀନ ପୁନର୍ବାର ଏଭଳି ବଦମାସୀ କରିପାରେ । ଏହାକୁ ଆଖି ଆଗରେ ରଖି ଭାରତ ସୀମାନ୍ତରେ ତା’ର ସେନା ସ୍ଥିତି ଆହୁରି ମଜବୁତ କରିଛି । ଚୀନକୁ ପାନେ ଦେବା ପାଇଁ ଭାରତ ସବୁପ୍ରକାର ବ୍ୟବସ୍ଥା କରୁଛି
Read More...